ପୋଲିସ ଘରେ ପଶିଲେ ଚୋର, ବୁଲାଇଲେ କଳାକନା
ଭୁବନେଶ୍ୱର ୦୬/୦୯: ଦିନ ଦିପ୍ରହରେ ପୋଲିସ ଘରୁ କଳାକନା ବୁଲାଇଲେ ଲୁଟେରା । ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଲୁଟେରା । ପରେ ଘରର ଗଡ୍ରେଜ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା, ୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ, ଦାମୀ ଘଣ୍ଟା ଲୁଟ ହୋଇଥିବା ଅଭିଯୋଗ । ଘଟଣା ଘଟିଛି ଲୋୟର ପିଏମଜୀ ପଛ ପଟ 29/4 ନମ୍ବର କ୍ଵାଟରରେ । ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଁଚି ଖୋଳତାଡ଼ ଜାରି ରଖିଛି । ଲୁଟେରା ମାନେ କିଏ କେଉଁ ଅଞ୍ଚଳର ଖୋଳତାଡ଼ କରୁଛି ପୋଲିସ
ଭୁବନେଶ୍ୱର ୦୬/୦୯: ଦିନ ଦିପ୍ରହରେ ପୋଲିସ ଘରୁ କଳାକନା ବୁଲାଇଲେ ଲୁଟେରା । ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଲୁଟେରା । ପରେ ଘରର ଗଡ୍ରେଜ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା, ୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ, ଦାମୀ ଘଣ୍ଟା ଲୁଟ ହୋଇଥିବା ଅଭିଯୋଗ ।
ଘଟଣା ଘଟିଛି ଲୋୟର ପିଏମଜୀ ପଛ ପଟ 29/4 ନମ୍ବର କ୍ଵାଟରରେ । ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଁଚି ଖୋଳତାଡ଼ ଜାରି ରଖିଛି । ଲୁଟେରା ମାନେ କିଏ କେଉଁ ଅଞ୍ଚଳର ଖୋଳତାଡ଼ କରୁଛି ପୋଲିସ