ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୩ ଯବାନ ସହିଦ
ମାଲକାନଗିରି : ଛତିଶଗଡ ସୁକୁମାରେ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବା ଖବର ଗୁରୁବାର ସାମ୍ନାକୁ ଆସିଛି । ତଲାସି ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣରେ ଯବାନ ସହିଦ ହୋଇଛନ୍ତି । ଛତିଶଗଡ-ତେଲେଙ୍ଗାନା ମୁଲୁଗୁ ଜିଲାରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଛନ୍ତି । ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଗୁଳି ବିନିମୟ ଚାଲୁ ରହିଛି । ଆହୁରି ପଢ଼ନ୍ତୁ : ବାଇକ ଏବଂ ସ୍କର୍ପିଓ ମୁହାଁ ମୁହିଁ ଧକ୍କା, ବାଇକ ଆରୋହୀ ଗୁରୁତର […] The post ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୩ ଯବାନ ସହିଦ appeared first on KNews Odisha.

ମାଲକାନଗିରି : ଛତିଶଗଡ ସୁକୁମାରେ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବା ଖବର ଗୁରୁବାର ସାମ୍ନାକୁ ଆସିଛି । ତଲାସି ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣରେ ଯବାନ ସହିଦ ହୋଇଛନ୍ତି । ଛତିଶଗଡ-ତେଲେଙ୍ଗାନା ମୁଲୁଗୁ ଜିଲାରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଛନ୍ତି । ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଗୁଳି ବିନିମୟ ଚାଲୁ ରହିଛି ।
ଆହୁରି ପଢ଼ନ୍ତୁ : ବାଇକ ଏବଂ ସ୍କର୍ପିଓ ମୁହାଁ ମୁହିଁ ଧକ୍କା, ବାଇକ ଆରୋହୀ ଗୁରୁତର
The post ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୩ ଯବାନ ସହିଦ appeared first on KNews Odisha.