ପୋଲିସର ରବର ବୁଲେଟ ମାଡକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଛାତ୍ରୀ ନିର୍ଯାତନା ପ୍ରସଙ୍ଗ। ଲୋକସେବା ଭବନ ଘେରାଉ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମାନସ... The post ପୋଲିସର ରବର ବୁଲେଟ ମାଡକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ନିନ୍ଦା appeared first on .

ପୋଲିସର ରବର ବୁଲେଟ ମାଡକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଛାତ୍ରୀ ନିର୍ଯାତନା ପ୍ରସଙ୍ଗ। ଲୋକସେବା ଭବନ ଘେରାଉ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। କହିଛନ୍ତି…
ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି। ପୋଲିସର ରବର ବୁଲେଟ ମାଡକୁ ସାଂସଦ ନିନ୍ଦା କରିଛନ୍ତି। ଗୁଣ୍ଡାଗିରିକୁ ନିନ୍ଦା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ନ୍ୟାୟ ପାଇଁ ଲଢୁଥିବା ନେତାଙ୍କ ଉପରେ ଆକ୍ରମଣକୁ ସମାଲୋଚନା କରିଛନ୍ତି। ରବର ବୁଲେଟ ଗୁରୁତର ଆଘାତ ଦେଇପାରେ। ଏକଥା ପୋଲିସ ଭଲଭାବେ ଜାଣିଛି। ନିର୍ଦ୍ଧିଷ୍ଟ ନିୟମାବଳୀରେ ଏହାର ବ୍ୟବହାର ହେବା କଥା। ଅତି ଗୁରୁତର ସ୍ଥିତିରେ ଏହାର ବ୍ୟବହାର ହେବା କଥା। ରବର ବୁଲେଟ ବ୍ୟବହାରର ଦୁରୁପଯୋଗ ଦଣ୍ଡନୀୟ। ଘୃଣ୍ୟ ରାଜନୀତିରେ ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେ

The post ପୋଲିସର ରବର ବୁଲେଟ ମାଡକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ନିନ୍ଦା appeared first on .