ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌

କଟକ,୧୯ା୬(କାର୍ତ୍ତିକ ସାହୁ): ବୁଧବାର ପ୍ରକାଶ ପାଇଛି ଓଏସ୍‌ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ www.bseodisha.ac.inରେ ଲଗ୍‌ ଇନ୍‌ କରିବାକୁ କୁହାଯାଇଛି। ପରୀକ୍ଷାର୍ଥୀମାନେ ଓ୍ବେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ ବି ପାଇପାରିବେ । କିପରି କରିବେ ଡାଉନଲୋଡ୍‌? ପ୍ରଥମେ OSSTETର ଅଫିସିଆଲ ଓ୍ବେବ୍‌ସାଇଟ୍‌ www.bseodisha.ac.inକୁ ଲଗ୍‌ ଇନ୍‌ କରିବେ। ସେଥିରେ ନିଜର ଇ-ମେଲ୍‌ ଆଇଡି ଏବଂ ପାସ୍‌ଓ୍ବାଡ୍‌ ଦେବେ। ଏହା ପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରିବେ। ଏହା […] The post ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌ appeared first on Dharitri Odia News.

ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌

କଟକ,୧୯ା୬(କାର୍ତ୍ତିକ ସାହୁ): ବୁଧବାର ପ୍ରକାଶ ପାଇଛି ଓଏସ୍‌ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ www.bseodisha.ac.inରେ ଲଗ୍‌ ଇନ୍‌ କରିବାକୁ କୁହାଯାଇଛି। ପରୀକ୍ଷାର୍ଥୀମାନେ ଓ୍ବେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ ବି ପାଇପାରିବେ ।

କିପରି କରିବେ ଡାଉନଲୋଡ୍‌?

ପ୍ରଥମେ OSSTETର ଅଫିସିଆଲ ଓ୍ବେବ୍‌ସାଇଟ୍‌ www.bseodisha.ac.inକୁ ଲଗ୍‌ ଇନ୍‌ କରିବେ। ସେଥିରେ ନିଜର ଇ-ମେଲ୍‌ ଆଇଡି ଏବଂ ପାସ୍‌ଓ୍ବାଡ୍‌ ଦେବେ। ଏହା ପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରିବେ। ଏହା ପରେ ‘OSSTET Result 2024’ ଉପରେ କ୍ଲିକ୍‌ କରିବେ। ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖାଯିବା ପରେ ଏହାକୁ ଆପଣ ଡାଉନ୍‌ଲୋଡ୍‌ କରିପାରିବେ।

The post ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌ appeared first on Dharitri Odia News.