ପ୍ରଗତି ମହିଳା ସଙ୍ଗଠନ ର ସଂପାଦିକା ତନୁଜା ଶତପଥୀ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି;୩୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ପୂର୍ବାହ୍ନରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଇଡୁକେସନ ସେଣ୍ଟର୍ ଅଡିଟୋରିୟରେ ପ୍ରଗତି ମହିଳା ସଙ୍ଗଠନର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଥନା ମହୋତ୍ସବ ଅନୁଷ୍ଠିତ ହୋଇସାରିଛି।ନିକଟ ଅତୀତରେ ତନୁଜା ଶତପଥୀ ପୁରୀସ୍ଥିତ ସଂସ୍କୃତି ଭବନ ଠାରେ ସେ ଇଣ୍ଡିଆନ ଗ୍ଲୋରୀ ଆଵାର୍ଡ ସାମାଜିକ ସେବା କର୍ମୀ ଏବଂ ନାରୀ ସଶକ୍ତିକରଣ ସକ୍ରିୟ ସମ୍ପାଦକ ଭାବେ ସେ ଏହି ଆୱାର୍ଡ଼ ପାଇଛନ୍ତି। ଏହି ମୋହତ୍ସବରେ ମୁଖ୍ୟ ଅତିଥି ଭାବେ ଜେ ଆଇ ଟି […] The post ପ୍ରଗତି ମହିଳା ସଙ୍ଗଠନ ର ସଂପାଦିକା ତନୁଜା ଶତପଥୀ ସମ୍ବର୍ଦ୍ଧିତ appeared first on Odisha.News.

ପ୍ରଗତି ମହିଳା ସଙ୍ଗଠନ ର ସଂପାଦିକା ତନୁଜା ଶତପଥୀ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି;୩୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ପୂର୍ବାହ୍ନରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଇଡୁକେସନ ସେଣ୍ଟର୍ ଅଡିଟୋରିୟରେ ପ୍ରଗତି ମହିଳା ସଙ୍ଗଠନର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଥନା ମହୋତ୍ସବ ଅନୁଷ୍ଠିତ ହୋଇସାରିଛି।ନିକଟ ଅତୀତରେ ତନୁଜା ଶତପଥୀ ପୁରୀସ୍ଥିତ ସଂସ୍କୃତି ଭବନ ଠାରେ ସେ ଇଣ୍ଡିଆନ ଗ୍ଲୋରୀ ଆଵାର୍ଡ ସାମାଜିକ ସେବା କର୍ମୀ ଏବଂ ନାରୀ ସଶକ୍ତିକରଣ ସକ୍ରିୟ ସମ୍ପାଦକ ଭାବେ ସେ ଏହି ଆୱାର୍ଡ଼ ପାଇଛନ୍ତି। ଏହି ମୋହତ୍ସବରେ ମୁଖ୍ୟ ଅତିଥି ଭାବେ ଜେ ଆଇ ଟି ଏମ ର ଡେପୁଟି ଡାଇରେକ୍ଟର ଡ. ଦୁର୍ଗା ପ୍ରସାଦ ପାଢ଼ୀ,ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ, ଅତିଥିଭାବେ ରାମଚନ୍ଦ୍ର ପାଢ଼ୀ,ଭାଗବତ ପାଢୀ,ମୁରଲୀ ପରିଛା ,ଟୁକୁନା ପାଢ଼ୀ,ହରିମୋହନ ପଟ୍ଟନାୟକ,ଲୋକନାଥ ମିଶ୍ର,ତନୁଜା ଶତପଥୀ,ଶରତ ପ୍ରଧାନ, ସ୍ନେହା ବେହେରା, ରାଜେଶ୍ଵରୀ ସ୍ୱାଇଁ ପ୍ରମୁଖ ଉଦବୋଧନ ଦେଇ ତନୁଜା ଶତପଥୀ ହେଉଛନ୍ତି ମହିଳମାନଙ୍କର ଜଣେ ଶୁଭ ଚିନ୍ତକ ବୋଲି କହିଥିଲେ।୭୦ରୁ ଉର୍ଦ୍ଧ୍ବ ନୂଆ ପିଢ଼ି ମହିଳା ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ।

The post ପ୍ରଗତି ମହିଳା ସଙ୍ଗଠନ ର ସଂପାଦିକା ତନୁଜା ଶତପଥୀ ସମ୍ବର୍ଦ୍ଧିତ appeared first on Odisha.News.