ପ୍ରଜ୍ଞାପନ ମେଢ଼ ତାଲିକାରେ ନାହିଁ ଓଡ଼ିଶା !
ନୂଆଦିଲ୍ଲୀ:ସାଧାରଣତନ୍ତ୍ର ଦିବସ ପରେଡ଼ରେ ସ୍ଥାନ ପାଇବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ପ୍ରଜ୍ଞାପନ ମେଢ଼ ପାଇଁ ରାଜ୍ୟମାନଙ୍କୁ ଯାଇଥିବା ଚିଠିରେ ନାହିଁ ଓଡ଼ିଶା। ମନୋନୀତ ହୋଇଥିବା ରାଜ୍ୟମାନଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଯାଇଛି ଚିଠି। ଚିଠି ଯାଇଥିବା ରାଜ୍ୟ ଗୁଡିକ ମଧ୍ୟରେ ରହିଛି ଆନ୍ଧ୍ର, ବିହାର, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟ। ସେହିପରି ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ୟୁପି, ପଶ୍ଚିମବଙ୍ଗକୁ ଚିଠି ଯାଇଛି କିନ୍ତୁ ଓଡ଼ିଆ ଏହି ତାଲିକାରେ ନାହିଁ।