ପ୍ରଣବ ପ୍ରକାଶଙ୍କୁ ଭେଟିଲେ ବିଜେଡି ପ୍ରତିନିଧି
ଲୋଇସିଂହା,୨୯।୨(ସୁଶାନ୍ତ ବାରିକ): ନିକଟରେ ରାଜ୍ୟ ସରକାର ୩୫ଟି ନୂତନ ଏନଏସି ଘୋଷଣା କରିଛନ୍ତି। ହେଲେ ପ୍ରସ୍ତାବିତ ଲୋଇସିଂହା ନାମ ଘୋଷଣା ହୋଇନାହିଁ । ଏହାକୁ ନେଇ ଲୋଇସିଂହା ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋଇସିଂହା ବିଜେଡିର ୩ ଜଣିଆ ପ୍ରତିନିଧି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ବୁଧବାର ଭୁବନେଶ୍ୱରଠାରେ ସାକ୍ଷାତ୍ […] The post ପ୍ରଣବ ପ୍ରକାଶଙ୍କୁ ଭେଟିଲେ ବିଜେଡି ପ୍ରତିନିଧି appeared first on Dharitri Odia News.
ଲୋଇସିଂହା,୨୯।୨(ସୁଶାନ୍ତ ବାରିକ): ନିକଟରେ ରାଜ୍ୟ ସରକାର ୩୫ଟି ନୂତନ ଏନଏସି ଘୋଷଣା କରିଛନ୍ତି। ହେଲେ ପ୍ରସ୍ତାବିତ ଲୋଇସିଂହା ନାମ ଘୋଷଣା ହୋଇନାହିଁ । ଏହାକୁ ନେଇ ଲୋଇସିଂହା ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋଇସିଂହା ବିଜେଡିର ୩ ଜଣିଆ ପ୍ରତିନିଧି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ବୁଧବାର ଭୁବନେଶ୍ୱରଠାରେ ସାକ୍ଷାତ୍ କରିଛନ୍ତି। ଖୁବଶୀଘ୍ର ଲୋଇସିଂହାକୁ ଏନଏସି ଘୋଷଣା କରାଯିବ ବୋଲି ଆଶ୍ୱାସନ ମିଳିଥିବା ଉକ୍ତ ପ୍ରତିନିଧି ଦଳ ଜଣାଇଛନ୍ତି।
The post ପ୍ରଣବ ପ୍ରକାଶଙ୍କୁ ଭେଟିଲେ ବିଜେଡି ପ୍ରତିନିଧି appeared first on Dharitri Odia News.