ପ୍ରତିଦିନ ମଇଁଷି ଖାଉଛି ୫୦୦୦ ଟଙ୍କାର ଖାଦ୍ୟ

ମଇଁଷିର ଓଜନ ପ୍ରାୟ ୧୫ରୁ ୧୬ କ୍ୱିଣ୍ଟାଲ୍‌ ହେବ। ସେ ପ୍ରତିଦିନ ଖାଉଛି ୫୦୦୦ ଟଙ୍କାର ଖାଦ୍ୟ। 

ପ୍ରତିଦିନ ମଇଁଷି ଖାଉଛି ୫୦୦୦ ଟଙ୍କାର ଖାଦ୍ୟ

ରାଜଧାନୀ ଭୁବନେଶ୍ୱରରେ ‘ଯୁବରାଜ’। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ ‘ଯୁବରାଜ’ କିଏ? ‘ଯୁବରାଜ’ ହେଉଛନ୍ତି ପୁରୁଷ ମଇଁଷି। ତାଙ୍କ ଘର ହରିଆଣାରେ। ଭୁବନେଶ୍ୱରରେ ଆୟୋଜିତ ମତ୍ସ୍ୟପ୍ରାଣୀ ସମାବେଶରେ ଅତିଥି ଭାବେ ଯୋଗଦେଇଛି। ସବୁଠାରୁ ମଜାଦାର କଥା ହେଉଛି, ‘ଯୁବରାଜ’ ଡେଲି ପିଉଛନ୍ତି ୧୨ରୁ ୧୩ ଲିଟର କ୍ଷୀର।  ଏହାର ଓଜନ ପ୍ରାୟ ୧୫ରୁ ୧୬ କ୍ୱିଣ୍ଟାଲ୍‌ ହେବ। ସେ ପ୍ରତିଦିନ ଖାଉଛି ୫୦୦୦ ଟଙ୍କାର ଖାଦ୍ୟ।