ପ୍ରସ୍ତୁତ ଚାରମାଳ, ଆଡ଼ପ ବିଜେ କରିବେ ଶ୍ରୀଜିଉ

ଗତବର୍ଷ ଆଡ଼ପ ପହଣ୍ଡିବେଳେ ଚାରମାଳରୁ ଖସି ପଡ଼ିଥିଲେ ବଡ଼ ଠାକୁର। ତେଣୁ ଏବର୍ଷ କିପରି କିଛି ଗୁରୁତର ଭୁଲ ନହୁଏ, ସେଥିପାଇଁ ଦିଆଯାଇଛି ସ୍ୱତନ୍ତ୍ର ଦୃଷ୍ଟି।#RathYatra2025 #Puri #Adapa...