ପ୍ରଥମ ଟେଷ୍ଟ : ପ୍ରଥମ ଇନିଂସରେ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍

ଲଣ୍ଡନ୍ : ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଘରୋଇ ଇଂଲଣ୍ଡ ଦଳ ୪୬୫ ରନରେ ଅଲଆଉଟ୍ ହୋଇଛି । ଫଳରେ ଭାରତ ଠାରୁ ପ୍ରଥମ ପାଳିରେ ମାତ୍ର ୬ ରନ୍ ପଛରେ ରହିଛି । ଇଂଲଣ୍ଡ ପକ୍ଷରୁ ଡକେଟ୍ ୬୨, ଓଲି ପପ୍ ୧୦୬, ହ୍ୟାରୀ ବ୍ରୁକ୍ ୯୯ଜେମି ସ୍ମିଥ୍ ୪୦ ଓ କ୍ରିସ୍ ଓକ୍ସ ୩୮ ରନ୍ କରିଛନ୍ତି । ଭାରତ ପକ୍ଷରୁ ବୁମରା ୮୩ ରନରେ ୫ଟି ୱିକେଟ୍ ନେଇଛନ୍ତି । ମହମ୍ମଦ ସିରାଜ […] The post ପ୍ରଥମ ଟେଷ୍ଟ : ପ୍ରଥମ ଇନିଂସରେ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍ appeared first on KNews Odisha.

ପ୍ରଥମ ଟେଷ୍ଟ : ପ୍ରଥମ ଇନିଂସରେ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍
sports news

ଲଣ୍ଡନ୍ : ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଘରୋଇ ଇଂଲଣ୍ଡ ଦଳ ୪୬୫ ରନରେ ଅଲଆଉଟ୍ ହୋଇଛି । ଫଳରେ ଭାରତ ଠାରୁ ପ୍ରଥମ ପାଳିରେ ମାତ୍ର ୬ ରନ୍ ପଛରେ ରହିଛି ।

ଇଂଲଣ୍ଡ ପକ୍ଷରୁ ଡକେଟ୍ ୬୨, ଓଲି ପପ୍ ୧୦୬, ହ୍ୟାରୀ ବ୍ରୁକ୍ ୯୯ଜେମି ସ୍ମିଥ୍ ୪୦ ଓ କ୍ରିସ୍ ଓକ୍ସ ୩୮ ରନ୍ କରିଛନ୍ତି । ଭାରତ ପକ୍ଷରୁ ବୁମରା ୮୩ ରନରେ ୫ଟି ୱିକେଟ୍ ନେଇଛନ୍ତି । ମହମ୍ମଦ ସିରାଜ ୨ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ୱକେଟ୍ ଦଖଲ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୪୭୧ ରନ୍ କରିଥିଲା ।

Also read: ବୈଭବ ସୂର୍ଯ୍ୟବଂଶୀଙ୍କୁ ପଛରେ ପକାଇଲେ ଅଭିଷେକ ପାଠକ, ୧୫ ଛକା ସହ ୩୩ ବଲରେ ଶତକ କଲେ

The post ପ୍ରଥମ ଟେଷ୍ଟ : ପ୍ରଥମ ଇନିଂସରେ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍ appeared first on KNews Odisha.