ପ୍ରଥମ ପର୍ଯ୍ୟାୟରେ ଏତିକି ଲୋକ ସଭା, ବିଧାନସଭା ଆସନ ଜିତିବୁ: ଦମ୍ଭୋକ୍ତି ଦେଖାଇଲା ଭାଜପା

ଭୁବନେଶ୍ୱର,୧୪।୫: ସୋମବାର ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ପାଇଁ ମତଦାନ ସରିଛି। ତେବେ ନିର୍ବାଚନ ସରିବା ପରେ କିଏ କେତେ ଆସନରେ ଜିତିବ, ସମସ୍ତ ଦଳ ହିସାବ କରିବାରେ ଲାଗିପଡିଛନ୍ତି। ବିଜେଡିର ପରେ ଭାଜପା ମଧ୍ୟ ନିଜର ଦମ୍ଭୋକ୍ତି ଦେଖାଇଛି। ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଲୋକ ସଭାରେ ଆମେ ୪ ରୁ ୪ ଏବଂ ୨୮ ବିଧାନସଭା ଆସନରୁ ୧୮ଟି ଜିତିବୁ […] The post ପ୍ରଥମ ପର୍ଯ୍ୟାୟରେ ଏତିକି ଲୋକ ସଭା, ବିଧାନସଭା ଆସନ ଜିତିବୁ: ଦମ୍ଭୋକ୍ତି ଦେଖାଇଲା ଭାଜପା appeared first on Dharitri Odia News.

ପ୍ରଥମ ପର୍ଯ୍ୟାୟରେ ଏତିକି ଲୋକ ସଭା, ବିଧାନସଭା ଆସନ ଜିତିବୁ: ଦମ୍ଭୋକ୍ତି ଦେଖାଇଲା ଭାଜପା

ଭୁବନେଶ୍ୱର,୧୪।୫: ସୋମବାର ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ପାଇଁ ମତଦାନ ସରିଛି। ତେବେ ନିର୍ବାଚନ ସରିବା ପରେ କିଏ କେତେ ଆସନରେ ଜିତିବ, ସମସ୍ତ ଦଳ ହିସାବ କରିବାରେ ଲାଗିପଡିଛନ୍ତି। ବିଜେଡିର ପରେ ଭାଜପା ମଧ୍ୟ ନିଜର ଦମ୍ଭୋକ୍ତି ଦେଖାଇଛି। ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଲୋକ ସଭାରେ ଆମେ ୪ ରୁ ୪ ଏବଂ ୨୮ ବିଧାନସଭା ଆସନରୁ ୧୮ଟି ଜିତିବୁ । ଓଡ଼ିଶାରେ ନିଶ୍ଚିତ ଭାବେ ଭାଜପା ସରକାର ଗଠନ ହେବ ବୋଲି ତୋମାର କହିଛନ୍ତି। ଅନ୍ୟପଟେ ବିଜେଡି କହିଛି ଯେ, ୨୮ ଆସନରୁ ବିଜେଡି ୨୪ ଆସନରେ ବିଜୟୀ ହେବୁ।

The post ପ୍ରଥମ ପର୍ଯ୍ୟାୟରେ ଏତିକି ଲୋକ ସଭା, ବିଧାନସଭା ଆସନ ଜିତିବୁ: ଦମ୍ଭୋକ୍ତି ଦେଖାଇଲା ଭାଜପା appeared first on Dharitri Odia News.