ପ୍ରଥମ ବିଦେଶୀ ନେତା ଭାବେ ରାମମନ୍ଦିର ପରିଦର୍ଶନ କଲେ ଫିଜି ଉପପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଥମ ବିଦେଶୀ ନେତା ଭାବେ ଫିଜିର ଉପପ୍ରଧାନମନ୍ତ୍ରୀ ପ୍ରଫେସର ବିମାନ ପ୍ରସାଦ ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରସାଦ ୬ ଜଣିଆ ପ୍ରତିନିଧି ଦଳ ସହ ପ୍ରସିଦ୍ଧ ରାମଲଲା ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀରାମଲଲାଙ୍କ ମନ୍ଦିର ଫିଜି ଓ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଫିଜିର ପ୍ରଶାସନ, ନ୍ୟାୟ ଏବଂ ନୀତି ନିର୍ଦ୍ଧାରଣ ମଧ୍ୟ ଭଗବାନ ରାମଙ୍କ ଜୀବନରୁ ପ୍ରେରିତ ବୋଲି ସେ କହିଛନ୍ତି। ସେ […]

ପ୍ରଥମ ବିଦେଶୀ ନେତା ଭାବେ ରାମମନ୍ଦିର ପରିଦର୍ଶନ କଲେ ଫିଜି ଉପପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଥମ ବିଦେଶୀ ନେତା ଭାବେ ଫିଜିର ଉପପ୍ରଧାନମନ୍ତ୍ରୀ ପ୍ରଫେସର ବିମାନ ପ୍ରସାଦ ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରସାଦ ୬ ଜଣିଆ ପ୍ରତିନିଧି ଦଳ ସହ ପ୍ରସିଦ୍ଧ ରାମଲଲା ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀରାମଲଲାଙ୍କ ମନ୍ଦିର ଫିଜି ଓ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଫିଜିର ପ୍ରଶାସନ, ନ୍ୟାୟ ଏବଂ ନୀତି ନିର୍ଦ୍ଧାରଣ ମଧ୍ୟ ଭଗବାନ ରାମଙ୍କ ଜୀବନରୁ ପ୍ରେରିତ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦୀପାବଳି ପର୍ବ ଦିନ ଫିଜିରେ ଛୁଟି ଘୋଷଣା କରାଯାଏ।