ପ୍ରଥମଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କଲା ସେନସେକ୍ସ । ନିଫ୍ଟି ବି ଉପର ମୁହାଁ, ଚମକିଲା ସେୟାର ବଜାର

କନକ ବ୍ୟୁରୋ : ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ସେପଟେ ନିଫ୍ଟି ବି ଉପରମୁହାଁ ରହିଛି । 