ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ । ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦିଙ୍କୁ ଭେଟିଛନ୍ତି ବିଜେପି ସାଂସଦ । ସାକ୍ଷାତ କାଳରେ ନିଜ ସଂପର୍କରେ ମୋଦିଙ୍କୁ ଜଣାଇବା ସହ କେତେ ଥର ନିର୍ବାଚିତ ହୋଇଛନ୍ତି ତାହା ଜଣାଇଛନ୍ତି । ନିଜ ସଂସଦୀୟ କ୍ଷେତ୍ରରେ ବଜେଟ ନେଇ ପ୍ରତିକ୍ରିୟା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । The post ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ appeared first on KNews Odisha.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ । ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦିଙ୍କୁ ଭେଟିଛନ୍ତି ବିଜେପି ସାଂସଦ । ସାକ୍ଷାତ କାଳରେ ନିଜ ସଂପର୍କରେ ମୋଦିଙ୍କୁ ଜଣାଇବା ସହ କେତେ ଥର ନିର୍ବାଚିତ ହୋଇଛନ୍ତି ତାହା ଜଣାଇଛନ୍ତି । ନିଜ ସଂସଦୀୟ କ୍ଷେତ୍ରରେ ବଜେଟ ନେଇ ପ୍ରତିକ୍ରିୟା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
The post ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ appeared first on KNews Odisha.