ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ ।  କମିସନରେଟ ପୋଲିସ ପକ୍ଷରୁ ମାସ୍କଟ ଉନ୍ନ୍ମୋଚନ କରାଯାଇଛି ।  ତିନି ଦିନିଆ ମହୋତ୍ସବ ବେଳେ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ବ ଦେଇଛି ପୋଲିସ ।  ଯେପରି କୌଣସି ଟ୍ରାଫିକ ସମସ୍ୟା ଉପୁଜେ, ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରବାସୀ ଭାରତୀୟ ପାଇଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ।  ଭୁବନେଶ୍ୱରରେ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ।  ୬୫୦ […] The post ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ appeared first on KNews Odisha.

ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ
prabasi bharatiya divasa

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ ।  କମିସନରେଟ ପୋଲିସ ପକ୍ଷରୁ ମାସ୍କଟ ଉନ୍ନ୍ମୋଚନ କରାଯାଇଛି ।  ତିନି ଦିନିଆ ମହୋତ୍ସବ ବେଳେ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ବ ଦେଇଛି ପୋଲିସ ।  ଯେପରି କୌଣସି ଟ୍ରାଫିକ ସମସ୍ୟା ଉପୁଜେ, ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।

ପ୍ରବାସୀ ଭାରତୀୟ ପାଇଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ।  ଭୁବନେଶ୍ୱରରେ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ।  ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ।  ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ ।

ପ୍ରବାସୀ ଭାରତୀୟଙ୍କ ସହାୟତା ପାଇଁ ପୋଲିସର ହେଲ୍ପ ଲାଇନ ନଂ ୧୯୬୫ ଜାରି କରଯାଇଛି ।  ସେହିପରି ପ୍ରବାସୀ ଭାରତୀୟଙ୍କ ସେବାରେ ୭ଶହ ପ୍ରବାସୀ ମିତ୍ର କାମ କରିବେ ବୋଲି କହିଛନ୍ତି ପୋଲିସ କମିସନର ଏସ. ଦେବଦତ୍ତ ସିଂ ।

The post ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ appeared first on KNews Odisha.