ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ : ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ବର ୨୧।୮: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ଗୃହରେ ହଙ୍ଗାମା ଏବଂ ନାରାବାଜି । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବିଜେଡି ସଦସ୍ୟ ପ୍ରତିବାଦ କଲେ । ବିଷାକ୍ତ ମଦ ମୃତ୍ୟୁ ଘଟଣାର RDC ସ୍ତରୀୟ ତଦନ୍ତ ଦାବି କଲା ବିଜେଡି । ସେପଟେ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋହଲ୍ଲା କଲେ କଂଗ୍ରେସ ବିଧାୟକ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କଲେ । ଫଳରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢୀ । You Can Read:ପୋଷା ସହ ବୁଲା କୁକୁରଙ୍କୁ ବିଷ ଦେଇଦେଲେ ଦୁର୍ବୃତ୍ତ, ପ୍ରାୟ ୮ରୁ ୧୦ କୁକୁରଙ୍କ ଗଲାଣି ଜୀବନ
ଭୁବନେଶ୍ବର ୨୧।୮: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ଗୃହରେ ହଙ୍ଗାମା ଏବଂ ନାରାବାଜି । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବିଜେଡି ସଦସ୍ୟ ପ୍ରତିବାଦ କଲେ । ବିଷାକ୍ତ ମଦ ମୃତ୍ୟୁ ଘଟଣାର RDC ସ୍ତରୀୟ ତଦନ୍ତ ଦାବି କଲା ବିଜେଡି ।
ସେପଟେ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋହଲ୍ଲା କଲେ କଂଗ୍ରେସ ବିଧାୟକ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କଲେ । ଫଳରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢୀ ।
You Can Read:
ପୋଷା ସହ ବୁଲା କୁକୁରଙ୍କୁ ବିଷ ଦେଇଦେଲେ ଦୁର୍ବୃତ୍ତ, ପ୍ରାୟ ୮ରୁ ୧୦ କୁକୁରଙ୍କ ଗଲାଣି ଜୀବନ