ପ୍ରସାଦ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର,୭ା୩: ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରସାଦଙ୍କୁ ଏଆଇସିସି ଏହି ନୂଆ ଦାୟିତ୍ୱ ଦେଇଛି। ତାଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରସାଦ ମିଡିଆ ସହିତ ସମନ୍ବୟ ଓ ଯୋଗାଯୋଗ, ସୋସିଆଲ ମିଡିଆ, ଓ୍ବାର୍ରୁମ ଏବଂ ରାଜନୈତିକ କାର୍ଯ୍ୟକ୍ରମ କଥା ବୁଝାଶୁଝା କରିବେ। ସୂଚନାଯୋଗ୍ୟ, ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟ୍ରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ […] The post ପ୍ରସାଦ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ୱ appeared first on Dharitri Odia News.
ଭୁବନେଶ୍ୱର,୭ା୩: ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରସାଦଙ୍କୁ ଏଆଇସିସି ଏହି ନୂଆ ଦାୟିତ୍ୱ ଦେଇଛି। ତାଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି।
ପ୍ରସାଦ ମିଡିଆ ସହିତ ସମନ୍ବୟ ଓ ଯୋଗାଯୋଗ, ସୋସିଆଲ ମିଡିଆ, ଓ୍ବାର୍ରୁମ ଏବଂ ରାଜନୈତିକ କାର୍ଯ୍ୟକ୍ରମ କଥା ବୁଝାଶୁଝା କରିବେ।
ସୂଚନାଯୋଗ୍ୟ, ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟ୍ରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ପୁରୀ ସତ୍ୟବାଦୀ ବିଧାନସଭା ଆସନରୁ ୧୯୯୫, ୨୦୦୦ ଓ ୨୦୦୯ରେ ନିର୍ବାଚନ ଜିତିଥିଲେ।
The post ପ୍ରସାଦ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ୱ appeared first on Dharitri Odia News.