ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଅଘଟଣ, ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ରାୟଗଡା :  ରାୟଗଡ଼ା ଆବାସିକ ବିଦ୍ୟାଳୟରେ ଘଟିଗଲା ଅଘଟଣ । ଛାତ୍ରମାନେ ପରସ୍ପର ମଧ୍ୟରେ ଜାଦୁ ଖେଳ ଖେଳୁଥିବା ସମୟରେ ଜଣେ ଛାତ୍ରଙ୍କର ବେକରେ ବାଜି ଯାଇଥିଲା ବ୍ଲେଡ। ଯାହାଫଳରେ ଛାତ୍ର ଜଣକ ଗୁରୁତର ହୋଇଯାଇଥିଲେ । ଘଟଣାଟି ଘଟିଛି କାଶିପୁର ବ୍ଲକ ଟିକିରି ଅଞ୍ଚଳରେ ଥିବା ସାନ ମାଟି କଣା ଆବାସିକ ବିଦ୍ୟାଳୟ ରେ । ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକା ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ା ଚିକିତ୍ସାଳୟ […] The post ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଅଘଟଣ, ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି appeared first on KNews Odisha.

ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଅଘଟଣ, ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
kasipur hospital

ରାୟଗଡା :  ରାୟଗଡ଼ା ଆବାସିକ ବିଦ୍ୟାଳୟରେ ଘଟିଗଲା ଅଘଟଣ । ଛାତ୍ରମାନେ ପରସ୍ପର ମଧ୍ୟରେ ଜାଦୁ ଖେଳ ଖେଳୁଥିବା ସମୟରେ ଜଣେ ଛାତ୍ରଙ୍କର ବେକରେ ବାଜି ଯାଇଥିଲା ବ୍ଲେଡ। ଯାହାଫଳରେ ଛାତ୍ର ଜଣକ ଗୁରୁତର ହୋଇଯାଇଥିଲେ । ଘଟଣାଟି ଘଟିଛି କାଶିପୁର ବ୍ଲକ ଟିକିରି ଅଞ୍ଚଳରେ ଥିବା ସାନ ମାଟି କଣା ଆବାସିକ ବିଦ୍ୟାଳୟ ରେ ।

ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକା ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ା ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯନ୍ତ ଛାତ୍ର ଛାତ୍ରୀ ରହି ପାଠ ପଢ଼ନ୍ତି।

The post ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଅଘଟଣ, ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି appeared first on KNews Odisha.