ପ୍ରାପ୍ୟ ପାଉଣାକୁ ନେଇ ଶ୍ରୀମନ୍ଦିରରେ ୨ ସେବାୟତଙ୍କ ମଧ୍ୟରେ ମାରପିଟ୍

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍ । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ହାତାହାତି । ପ୍ରାପ୍ୟ ପାଉଣାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିବା ନେଇ ସୂଚନା ମିଳିଛି । ସେବାୟତ ମଦନ ଖୁଣ୍ଟିଆ ଓ ବିଶ୍ୱନାଥ ଖୁଣ୍ଟିଆଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିବା ସୂଚନା । ଗଣ୍ତଗୋଳ ଅଣାୟତ୍ତ ହୋଇଥିବା ବେଳେ ପୋଲିସ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଛି । ଉଭୟଙ୍କ ମଧ୍ୟରୁ କେହି ବି ଥାନାରେ କାହା ନାଁରେ ଏତଲା ଦେଇନାହାନ୍ତି ।

ପ୍ରାପ୍ୟ ପାଉଣାକୁ ନେଇ ଶ୍ରୀମନ୍ଦିରରେ ୨ ସେବାୟତଙ୍କ ମଧ୍ୟରେ ମାରପିଟ୍

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍ । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ହାତାହାତି । ପ୍ରାପ୍ୟ ପାଉଣାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିବା ନେଇ ସୂଚନା ମିଳିଛି ।

ସେବାୟତ ମଦନ ଖୁଣ୍ଟିଆ ଓ ବିଶ୍ୱନାଥ ଖୁଣ୍ଟିଆଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିବା ସୂଚନା । ଗଣ୍ତଗୋଳ ଅଣାୟତ୍ତ ହୋଇଥିବା ବେଳେ ପୋଲିସ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଛି । ଉଭୟଙ୍କ ମଧ୍ୟରୁ କେହି ବି ଥାନାରେ କାହା ନାଁରେ ଏତଲା ଦେଇନାହାନ୍ତି ।