ଗଞ୍ଜାମ : ବଢୁଛି ବାଲିମାଫିଆଙ୍କ ଦୌରାତ୍ମ୍ୟ । ନଦୀଘାଟରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ

କନକବ୍ୟୁରୋ : ନଦୀଘାଟରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ  । ଗଞ୍ଜାମ ଆସିକା ଅଂଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ୁଛି  ।  ଏନେଇ ବାଲିଛାଇ ପଂଚାୟତର ଲୋକେ କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି  ।  ବାରମ୍ବାର ବାଲି ଚୋରାଚାଲାଣ ରୋକିବାକୁ ଅଭିଯୋଗ କରିଥିଲେ ମଧ୍ୟ ପୁଣି ବାଲି ଉଠାଉଥିଲେ ମାଫିଆ  ।  ଆଜି ରିଷିପୁର ଗାଁଲୋକେ ବଡ଼ନଦୀ ପଠାରେ ମାଫିଆଙ୍କୁ ଅଟକାଇଛନ୍ତି  ।  ପ୍ରଶାସନ ଚୋରା ବାଲି ଚାଲାଣକୁ ରୋକ ଲଗାଇବା ବିଫଳ ହେବା ପରେ ଗାଁ ଲୋକେ ମେଳି ବାନ୍ଧି ବାଲି ମାଫିଆଙ୍କୁ ଟକ୍କର ଦେଇଛନ୍ତି ।      

ଗଞ୍ଜାମ : ବଢୁଛି ବାଲିମାଫିଆଙ୍କ ଦୌରାତ୍ମ୍ୟ  । ନଦୀଘାଟରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ

କନକବ୍ୟୁରୋ : ନଦୀଘାଟରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ  । ଗଞ୍ଜାମ ଆସିକା ଅଂଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ୁଛି  ।  ଏନେଇ ବାଲିଛାଇ ପଂଚାୟତର ଲୋକେ କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି  । 

ବାରମ୍ବାର ବାଲି ଚୋରାଚାଲାଣ ରୋକିବାକୁ ଅଭିଯୋଗ କରିଥିଲେ ମଧ୍ୟ ପୁଣି ବାଲି ଉଠାଉଥିଲେ ମାଫିଆ  ।  ଆଜି ରିଷିପୁର ଗାଁଲୋକେ ବଡ଼ନଦୀ ପଠାରେ ମାଫିଆଙ୍କୁ ଅଟକାଇଛନ୍ତି  ।  ପ୍ରଶାସନ ଚୋରା ବାଲି ଚାଲାଣକୁ ରୋକ ଲଗାଇବା ବିଫଳ ହେବା ପରେ ଗାଁ ଲୋକେ ମେଳି ବାନ୍ଧି ବାଲି ମାଫିଆଙ୍କୁ ଟକ୍କର ଦେଇଛନ୍ତି ।