ପ୍ରେଗ୍‌ନେଣ୍ଟ କର, ୫ ଲକ୍ଷ ନିଅ

ଆଉ ମହିଳାଙ୍କୁ ଗର୍ଭବତୀ କରିବାକୁ ଦେଉଥିଲେ ମନଲୋଭା ଅଫର। ଏବେ ଏସବୁର ହୋଇଛି ଖେଳ ଖତମ୍‌। ପୋଲିସ ହାତରେ ଧରାପଡିଛନ୍ତି ପ୍ରେଗନାଣ୍ଟ ଜବ୍‌ ନାଁରେ ଠକି ଚାଲିଥିବା ଅପରାଧୀ।

ପ୍ରେଗ୍‌ନେଣ୍ଟ କର, ୫ ଲକ୍ଷ ନିଅ
Array