ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video

ନୂଆଦିଲ୍ଲୀ,୨୪।୪: ପ୍ରଥମ ପ୍ରେମିକାଙ୍କୁ ଧୋକା। ପୁଣି ଥରେ ପ୍ରେମରେ ପଡ଼ିଛନ୍ତି କ୍ରିକେଟର ପୃଥ୍ବୀ ଶ’। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି। ଏହା ପଛରେ ପୃଥ୍ବୀଙ୍କ ଏକ ଭିଡିଓ ରହିଛି। ଉକ୍ତ ଭିଡିଓରେ ତାଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଦେଖାଯାଉଛି। ଯିଏ କି କ୍ୟାମେରା ଦେଖି ମୁହଁ ଲୁଚାଉଛନ୍ତି। କେବଳ ଏତିକି ନୁହେଁ ପ୍ରଥମ ପ୍ରେମିକା ନିଧି ତପାଡ଼ିଆ ମଧ୍ୟ ସୋସିଆଲ ମିଡିଆରେ ଏକ ଧୋକା ସମ୍ପର୍କିତ ପୋଷ୍ଟ କରିଛନ୍ତି। ଏହାପରଠାରୁ […] The post ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video appeared first on Dharitri Odia News.

ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video

ନୂଆଦିଲ୍ଲୀ,୨୪।୪: ପ୍ରଥମ ପ୍ରେମିକାଙ୍କୁ ଧୋକା। ପୁଣି ଥରେ ପ୍ରେମରେ ପଡ଼ିଛନ୍ତି କ୍ରିକେଟର ପୃଥ୍ବୀ ଶ’। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି। ଏହା ପଛରେ ପୃଥ୍ବୀଙ୍କ ଏକ ଭିଡିଓ ରହିଛି। ଉକ୍ତ ଭିଡିଓରେ ତାଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଦେଖାଯାଉଛି। ଯିଏ କି କ୍ୟାମେରା ଦେଖି ମୁହଁ ଲୁଚାଉଛନ୍ତି। କେବଳ ଏତିକି ନୁହେଁ ପ୍ରଥମ ପ୍ରେମିକା ନିଧି ତପାଡ଼ିଆ ମଧ୍ୟ ସୋସିଆଲ ମିଡିଆରେ ଏକ ଧୋକା ସମ୍ପର୍କିତ ପୋଷ୍ଟ କରିଛନ୍ତି। ଏହାପରଠାରୁ ପୃଥ୍ବୀ ତାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।

କହିରଖୁଛୁ, ପୃଥ୍ବୀଙ୍କ ପ୍ରଥମ ପ୍ରେମିକା ନିଧି ତପାଡ଼ିଆ ଜଣେ ଅଭିନେତ୍ରୀ ଏବଂ ମଡେଲ। ଅନେକ ଦିନରୁ ସେ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ ପୃଥ୍ବୀଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ନିଧିଙ୍କୁ ଶକ୍ତ ଧକ୍କା ଲାଗିଛି। ହେଲେ ଦ୍ୱିତୀୟ ପ୍ରେମିକା କଥା କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

 

View this post on Instagram

 

A post shared by F I L M Y G Y A N (@filmygyan)

The post ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video appeared first on Dharitri Odia News.