ପ୍ୟାରିସ ଅଲିମ୍ପିକ୍ସରେ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ ରୋହିଦାସ ।  ଓଡ଼ିଶାର ଏକମାତ୍ର ପ୍ରଥମ ଅଣ ଆଦିବାସୀ ହକି ଅଲମ୍ପିଆନ ଭାବେ ଅମିତ ରୋହିଦାସ ପ୍ରତିନିଧିତ୍ବ କରୁଛନ୍ତି ।   ପିଲା ଦିନେ ଅର୍ଥାଭାବରୁ ହକି ଷ୍ଟିକ ଓ ବଲ୍ ନଥିବାରୁ ବାଉଁଶ ଓ କାଠ ଫାଳିଆକୁ ହକି ଷ୍ଟିକ କରି ଗାଁ ମିଶନ ସ୍କୁଲ ପଡିଆରେ ସାଙ୍ଗମାନଙ୍କ ସହ ଖେଳ ଅଭ୍ୟାସ ଆରମ୍ଭ କରିଥିଲେ ।  ୨୦୦୪ରେ ପାନପୋଷ ସ୍ପୋର୍ଟସ ହଷ୍ଟେଲ ଯୋଗ ଦେବା […] The post ପ୍ୟାରିସ ଅଲିମ୍ପିକ୍ସରେ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ appeared first on KNews Odisha.

ପ୍ୟାରିସ ଅଲିମ୍ପିକ୍ସରେ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ
amitrohi das

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ ରୋହିଦାସ ।  ଓଡ଼ିଶାର ଏକମାତ୍ର ପ୍ରଥମ ଅଣ ଆଦିବାସୀ ହକି ଅଲମ୍ପିଆନ ଭାବେ ଅମିତ ରୋହିଦାସ ପ୍ରତିନିଧିତ୍ବ କରୁଛନ୍ତି ।   ପିଲା ଦିନେ ଅର୍ଥାଭାବରୁ ହକି ଷ୍ଟିକ ଓ ବଲ୍ ନଥିବାରୁ ବାଉଁଶ ଓ କାଠ ଫାଳିଆକୁ ହକି ଷ୍ଟିକ କରି ଗାଁ ମିଶନ ସ୍କୁଲ ପଡିଆରେ ସାଙ୍ଗମାନଙ୍କ ସହ ଖେଳ ଅଭ୍ୟାସ ଆରମ୍ଭ କରିଥିଲେ ।  ୨୦୦୪ରେ ପାନପୋଷ ସ୍ପୋର୍ଟସ ହଷ୍ଟେଲ ଯୋଗ ଦେବା ପରେ ମିଳିଥିଲା ସୁଯୋଗ ।

ଜାତୀୟ ଉପ କନିଷ୍ଠ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ପରେ ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ।  ବାପାଙ୍କ ଇଛା ଥିଲା,ପୁଅ ଆଲମ୍ପିକ ପାଇଁ ଯୋଗ୍ୟ ବିବେଚିତ ହେବ ।  ଆଉ ବାପାଙ୍କ ଏହି ଇଛାକୁ ପୂରଣ କରିଥିଲେ ଅମିତ ।  ୨୦୨୧ ରେ ଅଲମ୍ପିକ ରେ କାଂସ୍ୟ ପଦକ ଜିତିଥିଲେ। ପ୍ୟାରିସ ଅଲିମ୍ପିକ୍ ସରେ ଟିମ୍ ଇଣ୍ଡିଆ ଏଥର ନିଶ୍ଚୟ ଗୋଲ୍ଡ ମେଡାଲ ହାସଲ କରିବ ବୋଲି କହିଛନ୍ତି ତାଙ୍କ ବଡ଼ ମା ଗୌରୀ ରୋହିଦାସ ।

The post ପ୍ୟାରିସ ଅଲିମ୍ପିକ୍ସରେ ହକିଟିମ୍ ରୁ ପ୍ରତିନିଧିତ୍ବ କରୁଛନ୍ତି ଅମିତ appeared first on KNews Odisha.