ଫଟୋ ଉଠାଇବା ହେଲା କାଳ, ନଦୀରେ ଭାସିଗଲେ ଛାତ୍ର
କରଞ୍ଜିଆ : ଫଟୋ ଉଠାଇବା ହେଲା କାଳ, ଫଟୋ ଉଠାଉ ଥିବା ବେଳେ ନଦୀରେ ଭାସିଯାଇଥିଲେ ଛାତ୍ର । ବୈତରଣୀ ନଦୀର ସୁନାଖମଣକୁ ବୁଲିବା ପାଇଁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣା। ଆନନ୍ଦପୁର ନିକଟ ସୁନାଖମଣ ନିକଟରେଆଜି କରଞ୍ଜିଆ ବିକାଶ କୋନଭେଣ୍ଟ ସ୍କୁଲର କିଛି ଛାତ୍ର ବୁଲିବା ପାଇଁ ଯାଇଥିବା ବେଳେ ଭରା ନଦୀରେ ଫୋଟ ଉଠାଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଖବର ପାଇ ଠାକୁରମୁଣ୍ଡା ଦମକଳବାହିନୀ ଯୁବକଙ୍କ ଉଦ୍ଧାର କରି ଠାକୁରମୁଣ୍ଡା […]

କରଞ୍ଜିଆ : ଫଟୋ ଉଠାଇବା ହେଲା କାଳ, ଫଟୋ ଉଠାଉ ଥିବା ବେଳେ ନଦୀରେ ଭାସିଯାଇଥିଲେ ଛାତ୍ର । ବୈତରଣୀ ନଦୀର ସୁନାଖମଣକୁ ବୁଲିବା ପାଇଁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣା।
ଆନନ୍ଦପୁର ନିକଟ ସୁନାଖମଣ ନିକଟରେଆଜି କରଞ୍ଜିଆ ବିକାଶ କୋନଭେଣ୍ଟ ସ୍କୁଲର କିଛି ଛାତ୍ର ବୁଲିବା ପାଇଁ ଯାଇଥିବା ବେଳେ ଭରା ନଦୀରେ ଫୋଟ ଉଠାଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଖବର ପାଇ ଠାକୁରମୁଣ୍ଡା ଦମକଳବାହିନୀ ଯୁବକଙ୍କ ଉଦ୍ଧାର କରି ଠାକୁରମୁଣ୍ଡା ମେଡିକାଲ ଭର୍ତ୍ତି କରିଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ। ଏହି ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ଛାତ୍ର ଜଣଙ୍କ କରଞ୍ଜିଆ ଥାନା ଅଞ୍ଚଳର ରବି ଯାଦବଙ୍କ ପୁଅ ମୋନଜ ଯାଦବ ବୋଲି ଜଣାପଡ଼ିଛି ।