ଫାତିମାଙ୍କ ସହ ରୋମାନ୍ସ କରିବେ ଆର୍. ମାଧବନ୍
ମୁମ୍ବାଇ: ଖୁବଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ଆର୍.ମାଧବନ୍ ଏବଂ ଫାତିମା ସାନା ଶେଖ। ଧର୍ମାଟିକ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମରେ ଦୁହେଁ ରୋମାନ୍ସ କରିବେ। ବିବେକ ସୋନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୟସ ବ୍ୟବଧାନରେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ। ରୋମାଣ୍ଟିକ-କମେଡିରେ ଭରପୁର ଏହି ଫିଲ୍ମ ଚଳିତ ମାସ ଶେଷ ସୁଦ୍ଧା ରିଲିଜ୍ ହୋଇପାରେ। ଦୁହେଁ ପୂର୍ବରୁ କେବେ ଏକାଠି କାମ କରି ନ ଥିବା ବେଳେ […] The post ଫାତିମାଙ୍କ ସହ ରୋମାନ୍ସ କରିବେ ଆର୍. ମାଧବନ୍ appeared first on Dharitri Odia News.
ମୁମ୍ବାଇ: ଖୁବଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ଆର୍.ମାଧବନ୍ ଏବଂ ଫାତିମା ସାନା ଶେଖ। ଧର୍ମାଟିକ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମରେ ଦୁହେଁ ରୋମାନ୍ସ କରିବେ। ବିବେକ ସୋନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୟସ ବ୍ୟବଧାନରେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ। ରୋମାଣ୍ଟିକ-କମେଡିରେ ଭରପୁର ଏହି ଫିଲ୍ମ ଚଳିତ ମାସ ଶେଷ ସୁଦ୍ଧା ରିଲିଜ୍ ହୋଇପାରେ। ଦୁହେଁ ପୂର୍ବରୁ କେବେ ଏକାଠି କାମ କରି ନ ଥିବା ବେଳେ ଦର୍ଶକଙ୍କୁ ପରଦାରେ ଏହି ନୂଆ ଯୋଡ଼ି ପସନ୍ଦ ଆସିବ ବୋଲି ଆଶା କରାଯାଉଛି।
The post ଫାତିମାଙ୍କ ସହ ରୋମାନ୍ସ କରିବେ ଆର୍. ମାଧବନ୍ appeared first on Dharitri Odia News.