ଫୁଲୱାମା ଭଳି ଆଜି ଓଡିଶାରେ ହୋଇଥାନ୍ତା ଭୟଙ୍କର ଆତଙ୍କୀ ହାମଲା... ଶହ ଶହ ଯବାନଙ୍କୁ ବଞ୍ଚାଇଦେଲେ ଜଗନ୍ନାଥ

ମାଲକାନଗିରି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ବି.ଏସ.ଏଫ ଜବାନଙ୍କ କୁମ୍ବିଂ ଅପରେସନ ସମୟରେ ଜଙ୍ଗଲ ଭିତରେ ଠାବ ହେଲା ଏକ ବଡ଼ ମାଓ ଡମ୍ପ । ଖବର ମୁତାବକ ମାଲକାନଗିରି ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଜଙ୍ଗଲ ଭିତରେ