ଫେମିନା ମିସ ଇଣ୍ଡିଆ ୨୦୨୪ର ଟାଇଟଲ ଜିତିଲେ ନିକିତା ପୋରୱାଲ, ଏହି ଫିଲ୍ମରେ ଆସିବେ ନଜର

ନୂଆଦିଲ୍ଲୀ,୧୭।୧୦: ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ ବାର୍ଷିକୀରେ, ମଧ୍ୟପ୍ରଦେଶର ନିକିତା ପୋରୱାଲଙ୍କୁ ଏହି ଆଖ୍ୟା ମିଳିଛି। ଏହି କାର୍ଯ୍ୟକ୍ରମ ମୁମ୍ବାଇର ୱର୍ଲିରେ ଆୟୋଜିତ ହୋଇଥିଲା। ନିକିତା ଜଣେ ଅଭିନେତ୍ରୀ, ଯିଏ ୧୮ବର୍ଷ ବୟସରୁ ଅଭିନୟ କରିଆସୁଛନ୍ତି। ୟୁନିଅନ ଟେରିଟୋରୀକୁ ପ୍ରତିନିଧିତ୍ୱ କରୁଥିବା ରେଖା ପାଣ୍ଡେ ଏହି ଇଭେଣ୍ଟରେ ଦ୍ୱିତୀୟ ରନର୍‌ ଅପ ହୋଇଥିଲେ। ନିକିତା ଟେଲିଭିଜନ ଆଙ୍କର୍‌ […] The post ଫେମିନା ମିସ ଇଣ୍ଡିଆ ୨୦୨୪ର ଟାଇଟଲ ଜିତିଲେ ନିକିତା ପୋରୱାଲ, ଏହି ଫିଲ୍ମରେ ଆସିବେ ନଜର appeared first on Dharitri Odia News.

ଫେମିନା ମିସ ଇଣ୍ଡିଆ ୨୦୨୪ର ଟାଇଟଲ ଜିତିଲେ ନିକିତା ପୋରୱାଲ, ଏହି ଫିଲ୍ମରେ ଆସିବେ ନଜର

ନୂଆଦିଲ୍ଲୀ,୧୭।୧୦: ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ ବାର୍ଷିକୀରେ, ମଧ୍ୟପ୍ରଦେଶର ନିକିତା ପୋରୱାଲଙ୍କୁ ଏହି ଆଖ୍ୟା ମିଳିଛି। ଏହି କାର୍ଯ୍ୟକ୍ରମ ମୁମ୍ବାଇର ୱର୍ଲିରେ ଆୟୋଜିତ ହୋଇଥିଲା। ନିକିତା ଜଣେ ଅଭିନେତ୍ରୀ, ଯିଏ ୧୮ବର୍ଷ ବୟସରୁ ଅଭିନୟ କରିଆସୁଛନ୍ତି। ୟୁନିଅନ ଟେରିଟୋରୀକୁ ପ୍ରତିନିଧିତ୍ୱ କରୁଥିବା ରେଖା ପାଣ୍ଡେ ଏହି ଇଭେଣ୍ଟରେ ଦ୍ୱିତୀୟ ରନର୍‌ ଅପ ହୋଇଥିଲେ। ନିକିତା ଟେଲିଭିଜନ ଆଙ୍କର୍‌ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ତେବେ ସେ ଆଗକୁ ‘ଚାମ୍ବଲ ପ୍ୟାର୍‌’ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।

The post ଫେମିନା ମିସ ଇଣ୍ଡିଆ ୨୦୨୪ର ଟାଇଟଲ ଜିତିଲେ ନିକିତା ପୋରୱାଲ, ଏହି ଫିଲ୍ମରେ ଆସିବେ ନଜର appeared first on Dharitri Odia News.