ଫେଲ୍‌ ହେଲେ କେକ୍‌ କାଟିଲେ

ଏ ସେଲିବ୍ରେସନ୍‌ ହେଉଛି ବିଫଳତାର। ମାଟ୍ରିକ୍‌ରେ ପୁଅ ଫେଲ୍‌ ହେବା ପରେ ଗାଳିଗୁଳଜ ନ କରି ତା’ର ମନୋବଳ ବଢ଼ାଇବା ପାଇଁ କେକ୍‌ କାଟି ଖୁସି ମନାଇଛନ୍ତି ପରିବାର।  

ଫେଲ୍‌ ହେଲେ କେକ୍‌ କାଟିଲେ
Array