ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହେଲେ ଗାବ୍ରିଏଲ ଅଟଲ୍
ପ୍ୟାରିସ,୯।୧୦: ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୩୪ ବର୍ଷୀୟ ଗାବ୍ରିଏଲ ଅଟଲ୍। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଙ୍ଗଳବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସେ ଏବେ ଦେଶର ସର୍ବକନିଷ୍ଠ ଏବଂ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି। ପୂର୍ବରୁ ସେ ଶିକ୍ଷା ମନ୍ତ୍ରୀ ରହିଥିଲେ। ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କ ଅନିଚ୍ଛାକୃତ ଇସ୍ତଫା ପରେ ଗାବ୍ରିଏଲ ପଦ ଲାଗି ଦୌଡ଼ରେ ଆଗରେ ଥିଲେ। ଏଥିସହ ରାଷ୍ଟ୍ରପତି ମାକ୍ରୋନଙ୍କ ପ୍ରଥମ ପସନ୍ଦ ମଧ୍ୟ ସେ ରହିଥିଲେ। ଏଥିନେଇ ତାଙ୍କ ନାମ ଉପରେ […] The post ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହେଲେ ଗାବ୍ରିଏଲ ଅଟଲ୍ appeared first on Dharitri Odia News.
ପ୍ୟାରିସ,୯।୧୦: ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୩୪ ବର୍ଷୀୟ ଗାବ୍ରିଏଲ ଅଟଲ୍। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଙ୍ଗଳବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସେ ଏବେ ଦେଶର ସର୍ବକନିଷ୍ଠ ଏବଂ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି। ପୂର୍ବରୁ ସେ ଶିକ୍ଷା ମନ୍ତ୍ରୀ ରହିଥିଲେ।
ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କ ଅନିଚ୍ଛାକୃତ ଇସ୍ତଫା ପରେ ଗାବ୍ରିଏଲ ପଦ ଲାଗି ଦୌଡ଼ରେ ଆଗରେ ଥିଲେ। ଏଥିସହ ରାଷ୍ଟ୍ରପତି ମାକ୍ରୋନଙ୍କ ପ୍ରଥମ ପସନ୍ଦ ମଧ୍ୟ ସେ ରହିଥିଲେ। ଏଥିନେଇ ତାଙ୍କ ନାମ ଉପରେ ମୋହର ବାଜିଛି।
The post ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହେଲେ ଗାବ୍ରିଏଲ ଅଟଲ୍ appeared first on Dharitri Odia News.