ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର,ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମନ୍ତ୍ରୀ

ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବା ପରେ ସେଠାରୁ ଆଳୁ ଆସୁଛି । କିଛି ସ୍ଥାନରେ କିଲୋ ପ୍ରତି ୫୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି । ଶୀତଳ ଭଣ୍ଡାର ଅଭାବରୁ ଆଳୁ ରଖାଯାଇପାରନି । ଯାହା ଫଳରେ ଏ ସଙ୍କଟ ଉପୁଜିଥିବା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଖୁବ ଶୀଘ୍ର ସ୍ଥିତି […] The post ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର,ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମନ୍ତ୍ରୀ appeared first on KNews Odisha.

ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର,ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମନ୍ତ୍ରୀ
potato

ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବା ପରେ ସେଠାରୁ ଆଳୁ ଆସୁଛି । କିଛି ସ୍ଥାନରେ କିଲୋ ପ୍ରତି ୫୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି । ଶୀତଳ ଭଣ୍ଡାର ଅଭାବରୁ ଆଳୁ ରଖାଯାଇପାରନି । ଯାହା ଫଳରେ ଏ ସଙ୍କଟ ଉପୁଜିଥିବା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମନ୍ତ୍ରୀ । ବର୍ଷେ ଦୁଇ ବର୍ଷ ମଧ୍ୟରେ ଆଳୁ ଓ ପିଆଜ଼ କୁ ନେଇ ଓଡିଶା ଆତ୍ମ ନିର୍ଭରଶୀଳ ହେବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

The post ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର,ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମନ୍ତ୍ରୀ appeared first on KNews Odisha.