ଫ୍ରି ଫାୟାର ଗେମ୍‌ ଖେଳି ବେକ କାଟିଦେଲେ ଯୁବକ

ଅନୁଗୋଳ,୧୭।୨(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଜରପଡ଼ା ଥାନା ଅଧୀନ ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣକ ମୋବାଇଲ ଫୋନ୍‌ରେ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ। ହେଲେ ସେ ଗେମ୍‌ରେ ହାରି ଯିବାରୁ ସାନସିକ ଭାରସାମ୍ୟ ହରାଇ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣକ ହେଲେ ସୌମ୍ୟରଞ୍ଜନ ନାଏକ(୨୪)। ପରିବାର ଲୋକଙ୍କ କହିବା ମୁତାବକ, ସୌମ୍ୟରଞ୍ଜନ ମୋବାଇଲ ଫୋନରେ […] The post ଫ୍ରି ଫାୟାର ଗେମ୍‌ ଖେଳି ବେକ କାଟିଦେଲେ ଯୁବକ appeared first on Dharitri Odia News.

ଫ୍ରି ଫାୟାର ଗେମ୍‌ ଖେଳି ବେକ କାଟିଦେଲେ ଯୁବକ

ଅନୁଗୋଳ,୧୭।୨(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଜରପଡ଼ା ଥାନା ଅଧୀନ ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣକ ମୋବାଇଲ ଫୋନ୍‌ରେ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ। ହେଲେ ସେ ଗେମ୍‌ରେ ହାରି ଯିବାରୁ ସାନସିକ ଭାରସାମ୍ୟ ହରାଇ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣକ ହେଲେ ସୌମ୍ୟରଞ୍ଜନ ନାଏକ(୨୪)।

ପରିବାର ଲୋକଙ୍କ କହିବା ମୁତାବକ, ସୌମ୍ୟରଞ୍ଜନ ମୋବାଇଲ ଫୋନରେ ଫ୍ରି ଫାୟାର ଗେମ୍‌ ଖେଳୁ ଥିଲେ। ହେଲେ ଗେମ୍‌ ହାରି ଯିବାରୁ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ। ପରିବାର ଲୋକଙ୍କ ସହ ସାଙ୍ଗମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସୌମ୍ୟରଞ୍ଜନଙ୍କ ଚିକିତ୍ସା କରାଯାଉଛି।

The post ଫ୍ରି ଫାୟାର ଗେମ୍‌ ଖେଳି ବେକ କାଟିଦେଲେ ଯୁବକ appeared first on Dharitri Odia News.