ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। କାରଣ ଆଳୁ ଫ୍ରିଜ୍‌ରେ ରହିବା ପରେ କମ୍‌ ତାପମାତ୍ରା ଯୋଗୁ ଏଥିରେ ମହଜୁଦ୍‌ ଷ୍ଟାର୍ଚ ସୁଗାର୍‌ରେ ପରିର୍ବିତ ହୋଇଥାଏ। ପରେ ଯେତେବେଳେ ଏହାକୁ ରୋଷେଇରେ ବ୍ୟବହାର କରାଯାଏ, ସେତେବେଳେ ସୁଗାର୍‌ ଆମିନୋ ଏସିଡ୍‌ରେ ମିଶି ଏକ୍ରିଲାମାଇଡ୍‌ ନାମକ ରସାୟନର ଉତ୍ପାଦନ କରିଥାଏ। ଏହି କାରଣରୁ ଅନେକ ପ୍ରକାରର କ୍ୟାନସର୍‌ […] The post ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ appeared first on Dharitri Odia News.

ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। କାରଣ ଆଳୁ ଫ୍ରିଜ୍‌ରେ ରହିବା ପରେ କମ୍‌ ତାପମାତ୍ରା ଯୋଗୁ ଏଥିରେ ମହଜୁଦ୍‌ ଷ୍ଟାର୍ଚ ସୁଗାର୍‌ରେ ପରିର୍ବିତ ହୋଇଥାଏ। ପରେ ଯେତେବେଳେ ଏହାକୁ ରୋଷେଇରେ ବ୍ୟବହାର କରାଯାଏ, ସେତେବେଳେ ସୁଗାର୍‌ ଆମିନୋ ଏସିଡ୍‌ରେ ମିଶି ଏକ୍ରିଲାମାଇଡ୍‌ ନାମକ ରସାୟନର ଉତ୍ପାଦନ କରିଥାଏ। ଏହି କାରଣରୁ ଅନେକ ପ୍ରକାରର କ୍ୟାନସର୍‌ ହୋଇଥାଏ। ଏକ୍ରିଲାମାଇଡ୍‌ ଏଭଳି ଏକ ରାସାୟନିକ ଉତ୍ପାଦ, ଯାହାର ବ୍ୟବହାର କାଗଜ, ଟାଏ ଏବଂ ପ୍ଲାଷ୍ଟିକ୍‌ ତିଆରିରେ କରାଯାଏ। ଏହାସହ ପାଣିକୁ ପରିଷ୍କାର କରିବାରେ ମଧ୍ୟ ଏହି ଏସିଡ୍‌କୁ ବ୍ୟବହାର କରାଯାଏ। ଆଳୁକୁ ଏହି ବିଷାକ୍ତ ରସାୟନଠୁ ଦୂରରେ ରଖିବାକୁ ଚାହୁଁଥିଲେ, ତାକୁ ସବୁବେଳେ ଶୁଷ୍କ ସ୍ଥାନରେ ରଖିବା ଦରକାର।

The post ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ appeared first on Dharitri Odia News.