ଫ୍ଲାଇଟରେ ଉଲଗ୍ନ ହୋଇ ମହିଳା କଲେ ଏମିତି, ଦେଖି ତାଜୁବ ହୋଇଗଲେ…
ଓ୍ବାଶିଂଟନ, ୮।୩ : ଆମେରିକାର ହ୍ୟୁଷ୍ଟନ୍ସ୍ଥିତ ଏୟାରପୋର୍ଟ ରନ୍ଓ୍ବେରୁ ଶୁକ୍ରବାର ସାଉଥ୍ ଓ୍ବେଷ୍ଟ ଏୟାରଲାଇନ୍ସର ଏକ ବିମାନ ଟେକ୍ ଅଫ୍ କରୁଥିବା ସମୟରେ ବିମାନ ମଧ୍ୟରେ ଜଣେ ମହିଳା ବିମାନରୁ ଓହ୍ଲାଇବା ପାଇଁ ଜିଦ୍ରେ ଉଲ୍ଲଘ୍ନ ହୋଇ ହଙ୍ଗାମା କରିବା ଆରମ୍ଭ କରିଥିଲେ। ତାଙ୍କୁ ଓହ୍ଲାଇବାକୁ ଦିଆଯାଉ ବୋଲି ମହିଳା ଜଣକ ଚିତ୍କାର କରିବା ସହ ବିମାନର କ୍ରିଉ ସଦସ୍ୟଙ୍କୁ ଗାଳିଗୁଲଜ କରିଥିଲେ। ମହିଳାଙ୍କର ଏହି ହାଇଭୋଲଟେଜ୍ ଡ୍ରାମା ପ୍ରାୟ ୨୫ ମିନିଟ ଧରି ଚାଲିଥିଲା। ସ୍ଥିତି […] The post ଫ୍ଲାଇଟରେ ଉଲଗ୍ନ ହୋଇ ମହିଳା କଲେ ଏମିତି, ଦେଖି ତାଜୁବ ହୋଇଗଲେ… appeared first on Dharitri Odia News.
ଓ୍ବାଶିଂଟନ, ୮।୩ : ଆମେରିକାର ହ୍ୟୁଷ୍ଟନ୍ସ୍ଥିତ ଏୟାରପୋର୍ଟ ରନ୍ଓ୍ବେରୁ ଶୁକ୍ରବାର ସାଉଥ୍ ଓ୍ବେଷ୍ଟ ଏୟାରଲାଇନ୍ସର ଏକ ବିମାନ ଟେକ୍ ଅଫ୍ କରୁଥିବା ସମୟରେ ବିମାନ ମଧ୍ୟରେ ଜଣେ ମହିଳା ବିମାନରୁ ଓହ୍ଲାଇବା ପାଇଁ ଜିଦ୍ରେ ଉଲ୍ଲଘ୍ନ ହୋଇ ହଙ୍ଗାମା କରିବା ଆରମ୍ଭ କରିଥିଲେ। ତାଙ୍କୁ ଓହ୍ଲାଇବାକୁ ଦିଆଯାଉ ବୋଲି ମହିଳା ଜଣକ ଚିତ୍କାର କରିବା ସହ ବିମାନର କ୍ରିଉ ସଦସ୍ୟଙ୍କୁ ଗାଳିଗୁଲଜ କରିଥିଲେ। ମହିଳାଙ୍କର ଏହି ହାଇଭୋଲଟେଜ୍ ଡ୍ରାମା ପ୍ରାୟ ୨୫ ମିନିଟ ଧରି ଚାଲିଥିଲା। ସ୍ଥିତି ବିଗିଡ଼ିବାରୁ ବିମାନଟିକୁ ପୁନର୍ବାର ହ୍ୟୁଷ୍ଟନ ଏୟାରପୋର୍ଟକୁ ଫେରିବାକୁ ପଡ଼ିଥିଲା। ହ୍ୟୁଷ୍ଟନରେ ଉକ୍ତ ବିମାନ ଲାଣ୍ଡିଂ କରିବା ପରେ ମହିଳା ଜଣଙ୍କୁ ଗିରଫ କରାଯାଇଥିଲା।
The post ଫ୍ଲାଇଟରେ ଉଲଗ୍ନ ହୋଇ ମହିଳା କଲେ ଏମିତି, ଦେଖି ତାଜୁବ ହୋଇଗଲେ… appeared first on Dharitri Odia News.