ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ଦୁଇଚକିଆ ଯାନ ତଥା ଅନ୍ତଃରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍‌ ବିଏମ୍‌ଡବ୍ଲ୍ୟୁ (ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ଜିଏସ୍‌ର ସର୍ବଭାରତୀୟ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ ଏହି ମଡେଲର ଏକ ଆଡଭେଞ୍ଜର ମୋଟରସାଇକେଲ ବର୍ଗର ହୋଇଥିଲାବେଳେ ଏହା ଏକ କମ୍ପ୍ଲିଟ୍‌ଲି ବିଲ୍‌ଟ୍‌-ଅପ୍‌ ୟୁନିଟ୍‌(ସିବିୟୁ) ସେଗ୍‌ମେଣ୍ଟରେ ନିର୍ମିତ ହୋଇଛି। ଅପରପକ୍ଷରେ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ଆଶାୟୀ ଗ୍ରାହକଙ୍କୁ ଏହି […] The post ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌ appeared first on Dharitri Odia News.

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ଦୁଇଚକିଆ ଯାନ ତଥା ଅନ୍ତଃରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍‌ ବିଏମ୍‌ଡବ୍ଲ୍ୟୁ (ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ଜିଏସ୍‌ର ସର୍ବଭାରତୀୟ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ ଏହି ମଡେଲର ଏକ ଆଡଭେଞ୍ଜର ମୋଟରସାଇକେଲ ବର୍ଗର ହୋଇଥିଲାବେଳେ ଏହା ଏକ କମ୍ପ୍ଲିଟ୍‌ଲି ବିଲ୍‌ଟ୍‌-ଅପ୍‌ ୟୁନିଟ୍‌(ସିବିୟୁ) ସେଗ୍‌ମେଣ୍ଟରେ ନିର୍ମିତ ହୋଇଛି। ଅପରପକ୍ଷରେ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ଆଶାୟୀ ଗ୍ରାହକଙ୍କୁ ଏହି ମଡେଲ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ସଭାପତି (ପ୍ରେସିଡେଣ୍ଟ) ବିକ୍ରମ ପାଓ୍ବା କହିଥିଲେ, ବ୍ରାଣ୍ଡ୍‌ର ଏହି ନୂତନ ମଡେଲକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ଆର୍‌ ୮୦ ଜି/ଏସ୍‌ ସେଗ୍‌ମେଣ୍ଟରେ ବିକଶିତ ହୋଇଛି। ସେହିଭଳି ଏଥିରେ ବିଏମ୍‌ଡବ୍ଲ୍ୟୁ ଜିଏସ୍‌ ସହ ବକ୍ସର ଇଞ୍ଜିନ ସଂଯୋଗ ରହିଛି।

The post ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌ appeared first on Dharitri Odia News.