ବଜାରରେ କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ହୋମ୍ ଆପ୍ଲାଏନ୍ସ ବ୍ରାଣ୍ଡ୍ ତଥା କେଣ୍ଟ ହେଲ୍ଥ କେୟାର ପ୍ରଡକ୍ଟସର ନୂତନ ଉତ୍ପାଦ ‘କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ମଧ୍ୟ କରାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଓ୍ବାଟର ପ୍ୟୁରିଫାୟାର କଟିଙ୍ଗ ଏଜ୍ ଆଡିସନ ଓ ଗବେଷଣାତ୍ମକ ଉତ୍ପାଦ ରେଞ୍ଜରେ ଉପଲବ୍ଧ। ବିଶେଷ କରି ଚଳିତ ବର୍ଷା ଋତୁ ବା ରେନି ସିଜନ ପାଇଁ ଏହି ସ୍ବତନ୍ତ୍ର ଓ ଗବେଷଣାତ୍ମକ ଉତ୍ପାଦ […] The post ବଜାରରେ କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି appeared first on Dharitri Odia News.
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ହୋମ୍ ଆପ୍ଲାଏନ୍ସ ବ୍ରାଣ୍ଡ୍ ତଥା କେଣ୍ଟ ହେଲ୍ଥ କେୟାର ପ୍ରଡକ୍ଟସର ନୂତନ ଉତ୍ପାଦ ‘କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ମଧ୍ୟ କରାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଓ୍ବାଟର ପ୍ୟୁରିଫାୟାର କଟିଙ୍ଗ ଏଜ୍ ଆଡିସନ ଓ ଗବେଷଣାତ୍ମକ ଉତ୍ପାଦ ରେଞ୍ଜରେ ଉପଲବ୍ଧ। ବିଶେଷ କରି ଚଳିତ ବର୍ଷା ଋତୁ ବା ରେନି ସିଜନ ପାଇଁ ଏହି ସ୍ବତନ୍ତ୍ର ଓ ଗବେଷଣାତ୍ମକ ଉତ୍ପାଦ ରେଞ୍ଜକୁ ବ୍ରାଣ୍ଡ୍ ବଜାରରେ ଉପଲବ୍ଧ କରାଇଛି। ଉଲ୍ଲେଖଯୋଗ୍ୟ, କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି’ରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧାଭିତ୍ତିକ ଫିଚର ସହ ୟୁଭି-ଲେଟି ଟେକ୍ନୋଲୋଜିର ଅନ୍ତର୍ଭୁକ୍ତ ସହିତ ୟୁଭି ଏଲଇଡି ସୁବିଧା ମଧ୍ୟ ଉପଲବ୍ଧ। ଅପରପକ୍ଷରେ ବୃହତ ଡିଜିଟାଲ ଡିସପ୍ଲେ ସାଙ୍ଗକୁ ଆରଓ ଫ୍ଲୋ ରେଟ ଏବଂ ଅନ୍ୟାନ୍ୟ କ୍ଷମତା ସାମିଲ ରହିଛି।
The post ବଜାରରେ କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି appeared first on Dharitri Odia News.