ବଜେଟକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ଆଗତ ହୋଇଛି ବଜେଟ୍ । ବିଭିନ୍ନ ଯୋଜନାର ନାମ ବଦଳାଯାଇଥିବାବେଳେ ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି... The post ବଜେଟକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ appeared first on .
ନନ୍ଦିଘୋଷ ବ୍ୟୁରୋ: ଆଗତ ହୋଇଛି ବଜେଟ୍ । ବିଭିନ୍ନ ଯୋଜନାର ନାମ ବଦଳାଯାଇଥିବାବେଳେ ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ମୋ ସରକାରର ୪୦ଟି ଯୋଜନାର ନାମ ବଦଳାଯାଇଛି । କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି ।
The post ବଜେଟକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ appeared first on .