ବଜ୍ରପାତକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ବଜ୍ରପାତକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି । ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ୨୦୧୫ ଏପ୍ରିଲରୁ ଓଡ଼ିଶାରେ ବଜ୍ରପାତକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ୪ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ବଜ୍ରପାତରେ ବର୍ଷକୁ ୨୫ ଶହ ଲୋକଙ୍କ ମୃତ୍ୟୁ ହେଉଛି। ୯୬ ପ୍ରତିଶତ ଗ୍ରାମାଞ୍ଚଳର କୃଷକ, ମତ୍ସ୍ୟଜୀବୀ, ଶ୍ରମିକ ଏହାର ଶିକାର ହେଉଛନ୍ତି । The post ବଜ୍ରପାତକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ appeared first on KNews Odisha.

ବଜ୍ରପାତକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ
manas

ବଜ୍ରପାତକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି । ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ୨୦୧୫ ଏପ୍ରିଲରୁ ଓଡ଼ିଶାରେ ବଜ୍ରପାତକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ୪ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ବଜ୍ରପାତରେ ବର୍ଷକୁ ୨୫ ଶହ ଲୋକଙ୍କ ମୃତ୍ୟୁ ହେଉଛି। ୯୬ ପ୍ରତିଶତ ଗ୍ରାମାଞ୍ଚଳର କୃଷକ, ମତ୍ସ୍ୟଜୀବୀ, ଶ୍ରମିକ ଏହାର ଶିକାର ହେଉଛନ୍ତି ।

The post ବଜ୍ରପାତକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ appeared first on KNews Odisha.