ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ

ବେଗୁନିଆ : ବଜ୍ରପାତରେ ହୁତୁହୁତୁ ହୋଇ ଜଳିଗଲା ନଡ଼ିଆ ଗଛ । ଏମିତି ଘଟଣା ଘଟିଛି ବେଗୁନିଆ ବ୍ଲକ ବାଘମାରି ଗାଁ ରେ । ଆଜି ଅପରାହ୍ନରେ ହଠାତ କଳାହାଣ୍ଡିଆ ମେଘ ଆକାଶରେ ଘୋଟି ବଜ୍ରାଘାତ ହୋଇଥିଲା । ଯାହା ଫଳରେ ବାଘମାରି ବେହେରାସାହିର ଦାଣ୍ଡରେ ଥିବା ଏକ ନଡ଼ିଆ ଗଛ ହୁତୁହୁତୁ ହୋଇ ଜଳି ଉଠିଥିଲା । ଖବର ପାଇ ବେଗୁନିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ ଆଉ […] The post ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ appeared first on KNews Odisha.

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ
tree

ବେଗୁନିଆ : ବଜ୍ରପାତରେ ହୁତୁହୁତୁ ହୋଇ ଜଳିଗଲା ନଡ଼ିଆ ଗଛ । ଏମିତି ଘଟଣା ଘଟିଛି ବେଗୁନିଆ ବ୍ଲକ ବାଘମାରି ଗାଁ ରେ । ଆଜି ଅପରାହ୍ନରେ ହଠାତ କଳାହାଣ୍ଡିଆ ମେଘ ଆକାଶରେ ଘୋଟି ବଜ୍ରାଘାତ ହୋଇଥିଲା । ଯାହା ଫଳରେ ବାଘମାରି ବେହେରାସାହିର ଦାଣ୍ଡରେ ଥିବା ଏକ ନଡ଼ିଆ ଗଛ ହୁତୁହୁତୁ ହୋଇ ଜଳି ଉଠିଥିଲା । ଖବର ପାଇ ବେଗୁନିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ ଆଉ କିଛି କ୍ଷତି ହୋଇ ନଥିବା ଜଣାପଡିଛି ।

The post ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ appeared first on KNews Odisha.