ବଜ୍ରାଘାତରେ ମା ପୁଅଙ୍କ ମୃତ୍ୟୁ, ଜଣେ ଗୁରୁତର
ପାଟଣାଗଡ଼: ବଜ୍ରାଘାତରେ ମା ପୁଅ ମୃତ ଓ ଜଣେ ଗୁରୁତର । ଘଟଣା ଘଟିଛି ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗାଁରେ । ବିଲକୁ କାମକରିବାକୁ ଯାଇଥିବା ବେଳେ ବର୍ଷା ହେବାରୁ ଗଛ ତଳେ ଛିଡା ହୋଇଥିବା ସମୟରେ ବଜ୍ରାଘାତ ହୋଇଥିଲା । ମୃତକ ମାନେ ହେଲେ ଚାଉଳବାଞ୍ଜି ଗାଁ ସୂର୍ଯ୍ୟକାନ୍ତି ଖର୍ଶେଲ ଓ ଦୀପକ ଖର୍ଶେଲ । ଗୁରୁତରଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । The post ବଜ୍ରାଘାତରେ ମା ପୁଅଙ୍କ ମୃତ୍ୟୁ, ଜଣେ ଗୁରୁତର appeared first on KNews Odisha.

ପାଟଣାଗଡ଼: ବଜ୍ରାଘାତରେ ମା ପୁଅ ମୃତ ଓ ଜଣେ ଗୁରୁତର । ଘଟଣା ଘଟିଛି ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗାଁରେ । ବିଲକୁ କାମକରିବାକୁ ଯାଇଥିବା ବେଳେ ବର୍ଷା ହେବାରୁ ଗଛ ତଳେ ଛିଡା ହୋଇଥିବା ସମୟରେ ବଜ୍ରାଘାତ ହୋଇଥିଲା । ମୃତକ ମାନେ ହେଲେ ଚାଉଳବାଞ୍ଜି ଗାଁ ସୂର୍ଯ୍ୟକାନ୍ତି ଖର୍ଶେଲ ଓ ଦୀପକ ଖର୍ଶେଲ । ଗୁରୁତରଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
The post ବଜ୍ରାଘାତରେ ମା ପୁଅଙ୍କ ମୃତ୍ୟୁ, ଜଣେ ଗୁରୁତର appeared first on KNews Odisha.