ବଡ ପରଦା ପାଇଁ ରେଡି
ଡେବ୍ୟୁ କରିବାକୁ ଯାଉଛନ୍ତି ଅମିର ଖାନ୍ଙ୍କ ପୁଅ ଜୁନୈଦ ଖାନ । ବର୍ତ୍ତମାନ ସେ ଏକ ଅନ୍ଟାଇଟେଲï ଫିଲ୍ମରେ କାମ କରୁଥିବା ନେଇ ସୂଚନା ମିଳିଛି । ସେ ଏହି ଅନ୍ଟାଇଟେଲï ପ୍ରୋଜେକଫରେ ଖୁସି କପୁରଙ୍କ ସହିତ ନଜର ଆସିବେ । ଏହି ଖବର ସୋସିଆଲ ମିଡିଆରେ ଜଣାପଡିବା ପରେ ଉଭୟଙ୍କ ଫ୍ୟାନ ବେଶ୍ ଉତ୍ସୁକ ଅଛନ୍ତି । ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ଫ୍ୟାନମାନେ ଏକ୍ସସାଇଟେଡ୍ ଥିବା କମେଣ୍ଟରେ ପ୍ରକାଶ କରିଛନ୍ତି । ସେହିଭଳି ଜୁନେଦ […]

ଡେବ୍ୟୁ କରିବାକୁ ଯାଉଛନ୍ତି ଅମିର ଖାନ୍ଙ୍କ ପୁଅ ଜୁନୈଦ ଖାନ । ବର୍ତ୍ତମାନ ସେ ଏକ ଅନ୍ଟାଇଟେଲï ଫିଲ୍ମରେ କାମ କରୁଥିବା ନେଇ ସୂଚନା ମିଳିଛି । ସେ ଏହି ଅନ୍ଟାଇଟେଲï ପ୍ରୋଜେକଫରେ ଖୁସି କପୁରଙ୍କ ସହିତ ନଜର ଆସିବେ । ଏହି ଖବର ସୋସିଆଲ ମିଡିଆରେ ଜଣାପଡିବା ପରେ ଉଭୟଙ୍କ ଫ୍ୟାନ ବେଶ୍ ଉତ୍ସୁକ ଅଛନ୍ତି । ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ଫ୍ୟାନମାନେ ଏକ୍ସସାଇଟେଡ୍ ଥିବା କମେଣ୍ଟରେ ପ୍ରକାଶ କରିଛନ୍ତି । ସେହିଭଳି ଜୁନେଦ ଆଉ ଏକ ଫିଲ୍ମ ପାଇଁ ଜାପାନରେ ସୁଟିଂ କରୁଥିବା ମଧ୍ୟ ଜଣା ପଡିଛି । ଏଥିପାଇଁ ନିକଟରେ ଜୁନେଦ ଜାପାନ ଯିବା ସହିତ କିଛି ଅଂଶର ସୁଟିଂ କମ୍ଲିଟ୍ କରିଛନ୍ତି । ଏହି ଫିଲ୍ମଟି ଅମିରଖାନ୍ଙ୍କ ବ୍ୟାନରରେ ପ୍ରସ୍ତୁତ କରାଯାଇଛି, ଯାହାର ନାଁ ଏବେ ଯାଏ ଜଣା ପଡିନାହିଁ । ଏହାର ଟାଇଟେଲ୍ ମଧ୍ୟ ଜଣା ପଡି ନାହିଁ ।