ବଡ଼ କଥା କହିଦେଲେ କେଜ୍ରିଓ୍ବାଲ, ଜୁନ୍ ୪ରେ ଇଣ୍ଡିଆ ମେଣ୍ଟ…
ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍ ୪ ତାରିଖରେ ଯାଉଛନ୍ତି। ଜୁନ ୪ରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ। କେଜ୍ରିଓ୍ବାଲ କହିଛନ୍ତି ଯେ, ଯେତେ ଯେତେ ମତଦାନ ହେଉଛି, ସେତେ ସେତେ ସ୍ପଷ୍ଟ ହେବାରେ ଲାଗିଛି ଯେ ମୋଦି ସରକାର ଯାଉଛନ୍ତି। ସର୍ବେକ୍ଷଣର ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଜୁନ ୪ରେ ଇଣ୍ଡିଆ ଆଲାଇନ୍ସକୁ ୩୦୦ରୁ ଅଧିକ […] The post ବଡ଼ କଥା କହିଦେଲେ କେଜ୍ରିଓ୍ବାଲ, ଜୁନ୍ ୪ରେ ଇଣ୍ଡିଆ ମେଣ୍ଟ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍ ୪ ତାରିଖରେ ଯାଉଛନ୍ତି। ଜୁନ ୪ରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ।
କେଜ୍ରିଓ୍ବାଲ କହିଛନ୍ତି ଯେ, ଯେତେ ଯେତେ ମତଦାନ ହେଉଛି, ସେତେ ସେତେ ସ୍ପଷ୍ଟ ହେବାରେ ଲାଗିଛି ଯେ ମୋଦି ସରକାର ଯାଉଛନ୍ତି। ସର୍ବେକ୍ଷଣର ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଜୁନ ୪ରେ ଇଣ୍ଡିଆ ଆଲାଇନ୍ସକୁ ୩୦୦ରୁ ଅଧିକ ସିଟ୍ ମିଳିବ।
The post ବଡ଼ କଥା କହିଦେଲେ କେଜ୍ରିଓ୍ବାଲ, ଜୁନ୍ ୪ରେ ଇଣ୍ଡିଆ ମେଣ୍ଟ… appeared first on Dharitri Odia News.