ବଡ଼ ପ୍ଲାନ୍ ପ୍ରସ୍ତୁତ କରିଛି ଇଣ୍ଡିଆ: NEET ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ମୋଦି ସରକାରଙ୍କୁ ଘେରିବ
ନୂଆଦିଲ୍ଲୀ,୨୭।୬: ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କରେ ବିରୋଧୀ ସଂସଦର ଉଭୟ ଗୃହରେ ଏକ ସ୍ବତନ୍ତ୍ର ଆଲୋଚନା ଚାହୁଁଛି। ଯାହାକୁ ନେଇ ବିରୋଧୀ ଦଳ ଇଣ୍ଡିଆ ଗଠବନ୍ଧନ ଗୁରୁବାର କହିଛି, ଶୁକ୍ରବାର ସଂସଦର ଉଭୟ ଗୃହରେ ଏନ୍ଇଇଟି ବିବାଦ ଉପରେ ସ୍ଥଗିତ ପ୍ରସ୍ତାବ ଆଣିବ। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଇଣ୍ଡିଆ ଗଠବନ୍ଧନର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁଯାୟୀ, ବିରୋଧୀ ଇଣ୍ଡିଆ ଗଠବନ୍ଧନ ଏନ୍ଇଇଟି […] The post ବଡ଼ ପ୍ଲାନ୍ ପ୍ରସ୍ତୁତ କରିଛି ଇଣ୍ଡିଆ: NEET ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ମୋଦି ସରକାରଙ୍କୁ ଘେରିବ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୬: ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କରେ ବିରୋଧୀ ସଂସଦର ଉଭୟ ଗୃହରେ ଏକ ସ୍ବତନ୍ତ୍ର ଆଲୋଚନା ଚାହୁଁଛି। ଯାହାକୁ ନେଇ ବିରୋଧୀ ଦଳ ଇଣ୍ଡିଆ ଗଠବନ୍ଧନ ଗୁରୁବାର କହିଛି, ଶୁକ୍ରବାର ସଂସଦର ଉଭୟ ଗୃହରେ ଏନ୍ଇଇଟି ବିବାଦ ଉପରେ ସ୍ଥଗିତ ପ୍ରସ୍ତାବ ଆଣିବ। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଇଣ୍ଡିଆ ଗଠବନ୍ଧନର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁଯାୟୀ, ବିରୋଧୀ ଇଣ୍ଡିଆ ଗଠବନ୍ଧନ ଏନ୍ଇଇଟି , ମୁଦ୍ରାସ୍ଫୀତି, ବେକାରୀ, ସିବିଆଇ, ଇଡି ପ୍ରସଙ୍ଗ ଉଠାଇବ।
The post ବଡ଼ ପ୍ଲାନ୍ ପ୍ରସ୍ତୁତ କରିଛି ଇଣ୍ଡିଆ: NEET ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ମୋଦି ସରକାରଙ୍କୁ ଘେରିବ appeared first on Dharitri Odia News.