ବଢ଼ିଲା (BSKY) ଆବେଦନ ଅବଧି ତାରିଖ

ଭୁବନେଶ୍ୱର,୧୬।୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ((BSKY) ) ଆବେଦନ ଅବଧି ତାରିଖ ବଢ଼ିଛି। ମଙ୍ଗଳବାର ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତ। ଫଳରେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ (BSKY) କାର୍ଡ ପାଇଁ ଆବେଦନ କରିପାରିବେ।   The post ବଢ଼ିଲା (BSKY) ଆବେଦନ ଅବଧି ତାରିଖ appeared first on Dharitri Odia News.

ବଢ଼ିଲା (BSKY) ଆବେଦନ ଅବଧି ତାରିଖ

ଭୁବନେଶ୍ୱର,୧୬।୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ((BSKY) ) ଆବେଦନ ଅବଧି ତାରିଖ ବଢ଼ିଛି। ମଙ୍ଗଳବାର ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତ। ଫଳରେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ (BSKY) କାର୍ଡ ପାଇଁ ଆବେଦନ କରିପାରିବେ।

 

The post ବଢ଼ିଲା (BSKY) ଆବେଦନ ଅବଧି ତାରିଖ appeared first on Dharitri Odia News.