ବଢିବ ଅଙ୍ଗନବାଡି, ଆଶାକର୍ମୀଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର,୯।୧: ବଢିବ ଅଙ୍ଗନବାଡି, ଆଶକର୍ମୀଙ୍କ ଦରମା । ଖୁବ୍‌ଶୀଘ୍ର ଦରମା ବୃଦ୍ଧି ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବରଙ୍ଗପୁର ରାଇଘରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏନେଇ ବଡ ଘୋଷଣା କରିଛନ୍ତି । ସେହିପରି ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରାଯିବ ବୋଲି ୫ଟି ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି । ସୂଚନାଥାଉ କି, ଆଶାକର୍ମୀ ଦଶ ଦଫା ଦାବିରେ ବିକ୍ଷୋଭ କରିଥିଲେ। ବିରୋଧ ପ୍ରଦର୍ଶନରେ ସରକାରୀ କର୍ମଚାରୀ ମାନ୍ୟତା ସହିତ ସମାନ କାମକୁ ସମାନ […] The post ବଢିବ ଅଙ୍ଗନବାଡି, ଆଶାକର୍ମୀଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ appeared first on Dharitri Odia News.

ବଢିବ ଅଙ୍ଗନବାଡି, ଆଶାକର୍ମୀଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର,୯।୧: ବଢିବ ଅଙ୍ଗନବାଡି, ଆଶକର୍ମୀଙ୍କ ଦରମା । ଖୁବ୍‌ଶୀଘ୍ର ଦରମା ବୃଦ୍ଧି ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବରଙ୍ଗପୁର ରାଇଘରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏନେଇ ବଡ ଘୋଷଣା କରିଛନ୍ତି । ସେହିପରି ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରାଯିବ ବୋଲି ୫ଟି ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ।

ସୂଚନାଥାଉ କି, ଆଶାକର୍ମୀ ଦଶ ଦଫା ଦାବିରେ ବିକ୍ଷୋଭ କରିଥିଲେ। ବିରୋଧ ପ୍ରଦର୍ଶନରେ ସରକାରୀ କର୍ମଚାରୀ ମାନ୍ୟତା ସହିତ ସମାନ କାମକୁ ସମାନ ଦରମା ସହ ଅନେକ ଦାବି କରିଥିଲେ।

The post ବଢିବ ଅଙ୍ଗନବାଡି, ଆଶାକର୍ମୀଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ appeared first on Dharitri Odia News.