ବଢିଲା ଜଳସ୍ତର, ଖୋଲିଲା ରେମାଳ ଡ୍ୟାମ୍‌ର ଗୋଟିଏ ଗେଟ୍

ଆନନ୍ଦପୁର ୧୫।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ରେମାଳ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରୁ ଗୋଟିଏ ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ଏଥିନେଇ ଜଳ ସମ୍ପଦ ବିଭାଗରୁ ତଳିଆ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ କରାଯାଇଛି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୧୨୧ ମିଟର ରହିଥିବା ବେଳେ ବର୍ତ୍ତମାନ ୧୧୯.୨୭ ମିଟର ରହିଛି ଜଳସ୍ତର । ବର୍ତ୍ତମାନ ସେକେଣ୍ଡ ପ୍ରତି ୫୯.୬୫ ମିଟର ଜଳ ଡ୍ୟାମ୍‌ ମଧ୍ୟକୁ ପ୍ରବେଶ କରୁଛି । ଗୋଟିଏ ଗେଟ୍ ଖୋଲିବା ଫଳରେ ସେହି ବାଟଦେଇ ୩୩.୭୦ ମିଟର ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଥିବା ସୂଚନା ମିଳିଛି ।You Can Read:ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ, ମୁଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବି

ବଢିଲା ଜଳସ୍ତର, ଖୋଲିଲା ରେମାଳ ଡ୍ୟାମ୍‌ର ଗୋଟିଏ ଗେଟ୍

ଆନନ୍ଦପୁର ୧୫।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ରେମାଳ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରୁ ଗୋଟିଏ ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ଏଥିନେଇ ଜଳ ସମ୍ପଦ ବିଭାଗରୁ ତଳିଆ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ କରାଯାଇଛି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୧୨୧ ମିଟର ରହିଥିବା ବେଳେ ବର୍ତ୍ତମାନ ୧୧୯.୨୭ ମିଟର ରହିଛି ଜଳସ୍ତର । ବର୍ତ୍ତମାନ ସେକେଣ୍ଡ ପ୍ରତି ୫୯.୬୫ ମିଟର ଜଳ ଡ୍ୟାମ୍‌ ମଧ୍ୟକୁ ପ୍ରବେଶ କରୁଛି । ଗୋଟିଏ ଗେଟ୍ ଖୋଲିବା ଫଳରେ ସେହି ବାଟଦେଇ ୩୩.୭୦ ମିଟର ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଥିବା ସୂଚନା ମିଳିଛି ।

You Can Read:

ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ, ମୁଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବି