ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ: ୧୧୭ ଟଙ୍କା ବଢି ହେଲା ୨୩ ଶହ ଟଙ୍କା
କନକ ବ୍ୟୁରୋ: କୃଷକଙ୍କ ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ୧୪ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ, ଏମଏସପି ବୃଦ୍ଧି କରିଛନ୍ତି ସରକାର । ଏ ନେଇ କେନ୍ଦ୍ର କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି । ଧାନର ଏମଏସପି ବି ବଢିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ଆଉ ୧୧୭ ଟଙ୍କା ବଢାଇ ୨୩ ଶହ ଟଙ୍କା କରିଛନ୍ତି । କ୍ୟାବିନେଟ ବୈଠକ ପରେ କେନ୍ଦ୍ର ରେଳମନ୍ତ୍ରୀ […] The post ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ: ୧୧୭ ଟଙ୍କା ବଢି ହେଲା ୨୩ ଶହ ଟଙ୍କା first appeared on Kanak News.

କନକ ବ୍ୟୁରୋ: କୃଷକଙ୍କ ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ୧୪ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ, ଏମଏସପି ବୃଦ୍ଧି କରିଛନ୍ତି ସରକାର । ଏ ନେଇ କେନ୍ଦ୍ର କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି । ଧାନର ଏମଏସପି ବି ବଢିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ଆଉ ୧୧୭ ଟଙ୍କା ବଢାଇ ୨୩ ଶହ ଟଙ୍କା କରିଛନ୍ତି । କ୍ୟାବିନେଟ ବୈଠକ ପରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଖରିଫ ଋତୁ ଆରମ୍ଭ ହୋଇସାରିଥିବାରୁ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ୨୦୧୩-୨୦୧୪ରେ ଧାନର ଏମଏସପି ମୂଲ୍ୟ ୧୩୧୦ ଟଙ୍କା ରହିଥିଲା ।
The post ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ: ୧୧୭ ଟଙ୍କା ବଢି ହେଲା ୨୩ ଶହ ଟଙ୍କା first appeared on Kanak News.