ବଢୁଛି NDA ର କଳେବର ଓ ଶକ୍ତି
ଏନଡିଏର ନୂଆ ସଦସ୍ୟ ହୋଇପାରେ ବିଜେଡି। ଯଦି ଶଙ୍ଖ ଘର ବାହୁଡ଼ା କରେ, ଏନଡିଏ ଆହୁରି ଶକ୍ତିଶାଳୀ ହେବବ। ବର୍ତ୍ତମାନ ଦେଶର ୬ଟି ରାଜ୍ୟରେ ବିଜେପି ଏକାକୀ ଶାସନ କରୁଥିବା ବେଳେ ୧୧ଟି ରାଜ୍ୟ ଓ ପୁଡୁଚେରୀରେ ଅଂଶୀଦାର ଭାବେ ମେଣ୍ଟ ସରକାରର ଭାଗୁଆଳି ଅଛି। ଅର୍ଥାତ ୧୭ଟି ରାଜ୍ୟରେ କ୍ଷମତାରେ ଅଛି ବିଜେପି।