ବଣାଇରେ ଚାଞ୍ଚଲ୍ୟ, ଅଜାକୁ ଟାଙ୍ଗିଆରେ ହାଣି କଟା ମୁଣ୍ଡ ଧରି ବୁଲିଲା ନାତି
ବଣାଇ ୧/୭: ଅଜାକୁ ଟାଙ୍ଗିଆରେ ହାଣିଲା ନାତି । ହତ୍ୟା ପରେ ଅଜାର କଟାମୁଣ୍ଡ ଧରି ଗାଁରେ ବୁଲିଲା । ବଣାଇ କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ଚାଞ୍ଚଲ୍ୟ । ଗୁଣିଗାରେଡି ସନ୍ଦେହରେ ନାତି ଅଜାକୁ ହତ୍ୟା କରିଥିବା ଅନୁମାନ କରୁଛି ପୋଲିସ । ହତ୍ୟାକାରୀ ନାତିକୁ ଅଟକ ରଖି ଛାନଭିନ୍ ଚଳାଇଛି ପୋଲିସ ।