ବଦଳିଲା ପାଗ : ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା
କଟକ / ଭୁବନେଶ୍ବର: ବଦଳିଲା ପାଗ । ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା । କଟକ ଓ ଭୁବନେଶ୍ବରରେ ସକାଳୁ ସକାଳୁ ହଠାତ ବର୍ଷା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ । ଲୋକମାନେ ହଇରାଣ ହୋଇଛନ୍ତି । ଏପଟେ ଖସିବ ପାରଦ, ବଢ଼ିବ ଶୀତ । ୩ ଦିନରେ ୨ରୁ ୫ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା କମିବ । ଏଥିସହ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ […] The post ବଦଳିଲା ପାଗ : ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା appeared first on KNews Odisha.

କଟକ / ଭୁବନେଶ୍ବର: ବଦଳିଲା ପାଗ । ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା । କଟକ ଓ ଭୁବନେଶ୍ବରରେ ସକାଳୁ ସକାଳୁ ହଠାତ ବର୍ଷା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ । ଲୋକମାନେ ହଇରାଣ ହୋଇଛନ୍ତି । ଏପଟେ ଖସିବ ପାରଦ, ବଢ଼ିବ ଶୀତ । ୩ ଦିନରେ ୨ରୁ ୫ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା କମିବ । ଏଥିସହ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡା, ବଲାଙ୍ଗୀର ,ସମ୍ବଲପୁର, ସୋନପୁର, ଦେବଗଡ଼ ଓ କେନ୍ଦୁଝରରେ ଶୀତର ପ୍ରକୋପ ଅଧିକ ରହିବ ।
The post ବଦଳିଲା ପାଗ : ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା appeared first on KNews Odisha.