ବିଧାୟକ ସୁବାସ ଚନ୍ଦ୍ର ବେହେରା ଖେଳିଲେ ହୋଲି

ଛତ୍ରପୁର,୨୬।୩(ଦିଲ୍ଲୀପ ସାମଲ ): ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ସହରରେ ଲୋକେ ହୋଲିକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଛତ୍ରପୁର ଏନ୍‌ଏସିର ୯ଂ. ୱାର୍ଡର ବାସିନ୍ଦାମାନଙ୍କ ସହିତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କାଉନସିଲର ପ୍ରୀତିଛନ୍ଦା ସାମଲ ଓ ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ପ୍ରଶାନ୍ତ ମହାରଣା ସାମିଲ ହୋଇ ହୋଲି ଖେଳିଛନ୍ତି l ସମସ୍ତ ବର୍ଗର […] The post ବିଧାୟକ ସୁବାସ ଚନ୍ଦ୍ର ବେହେରା ଖେଳିଲେ ହୋଲି appeared first on Dharitri Odia News.

ବିଧାୟକ ସୁବାସ ଚନ୍ଦ୍ର ବେହେରା ଖେଳିଲେ ହୋଲି

ଛତ୍ରପୁର,୨୬।୩(ଦିଲ୍ଲୀପ ସାମଲ ): ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ସହରରେ ଲୋକେ ହୋଲିକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଛତ୍ରପୁର ଏନ୍‌ଏସିର ୯ଂ. ୱାର୍ଡର ବାସିନ୍ଦାମାନଙ୍କ ସହିତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କାଉନସିଲର ପ୍ରୀତିଛନ୍ଦା ସାମଲ ଓ ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ପ୍ରଶାନ୍ତ ମହାରଣା ସାମିଲ ହୋଇ ହୋଲି ଖେଳିଛନ୍ତି l ସମସ୍ତ ବର୍ଗର ଲୋକେ ଏଥିରେ ଉପସ୍ଥିତ ହୋଇ ନିଜ ନିଜ ଭିତରେ ରଙ୍ଗ ଖେଳି ଏହି ଦିବସକୁ ପାଳନ କରିଛନ୍ତି।
ସେହିପରି ପଣ୍ଡା କଲୋନୀରେ ଉତ୍ସାହର ସହ ହୋଲି ପାଳିତ ହୋଇଯାଇଛି।

The post ବିଧାୟକ ସୁବାସ ଚନ୍ଦ୍ର ବେହେରା ଖେଳିଲେ ହୋଲି appeared first on Dharitri Odia News.